କଲିକତା ର ଆର ଜି କର ମେଡିକାଲ କଲେଜ ର ମହିଳା ଡାକ୍ତର ଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ର ପ୍ରତିବାଦ ରେ ଆନ୍ଦୋଳନ ର ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ୍। ଏହି କ୍ରମରେ ଆଜି ଯାଜପୁର ରେ ଏହାର ପ୍ରତିବାଦ ଦେଖିବାକୁ ମିଳିଛି।
ଯଯାତି କେଶରୀ ମେଡିକାଲ କଲେଜ୍ ଏବଂ ଜିଲ୍ଲା ସଦର ମହକୁମା ହସ୍ପିଟାଲ ରେ କାର୍ଯ୍ୟରତ ରେସିଡେଣ୍ଟ ଡାକ୍ତର ମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ। ନିଜ କର୍ତ୍ତବ୍ୟ ପାଳନ କରିବା ସହିତ ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ପାଇଁ ଏହି ପ୍ରତିବାଦ କରାଯାଇଥିଲା।
ଏଠାରେ ପୁରା ଭିଡିଓ ଦେଖନ୍ତୁ