ମୁନିଗୁଡା: (ରମାକାନ୍ତ ପୋଡାଲ )ଦୂର କରିବା ପାଇଁ ସମାଜରେ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ବିଶେଷ କରି ଜାତି ଜନଜାତି ବର୍ଗର ଲୋକଙ୍କ ନିକଟକୁ ଯାଇ ସେଠାକାର ମହିଳା ମାନଙ୍କୁ ଏକତ୍ରିତ କରିବା ସହ ଗ୍ରାମବାସୀ ଓ ମୁଖିଆ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ।
ଏହି କାର୍ଯ୍ୟକ୍ରମ ପୁରୁଣା ଅମ୍ବାଦଳା ବଡ ସାହିର ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି ଯୁବ ନେତା ଭୀକାରି ନାହାକ, ରମେଶ ସାମନ୍ତ,ରବୀନ୍ଦ୍ର ବିଶ୍ବାଳ, ହରେକୃଷ୍ଟ ବେହେରା, ପୂର୍ଣ୍ଣ ଚନ୍ଦ୍ର ଘଣ୍ଟ,ସୁରଜ ସୁନା, ଗୋବିନ୍ଦ ବାଗ, ବିଭୂତି ସେଠୀ, ପୃଥିବୀ ବାଗ, ଉଦୟ ନାଥ କୁସୁଲିଆ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଗ୍ରାମର ଗୋଲେଖସ୍ୱର୍ କୁସୁଲିଆ, ବେଲାଜର କରକରିଆ, ଲୁଠୁ ବାଗ, ରୁଦ୍ର ବାତ୍ରାଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ଆଦର୍ଶ କୁସୁଲିଆ ପ୍ରମୁଖଙ୍କୁ ରାକ୍ଷୀ ବାନ୍ଧି ଥିଲେ
ଏହି କାର୍ଯ୍ୟକ୍ରମରେ ସୁମତି ସୁନା, ସୁସୁମା ଟାକ୍ରି, ନିର୍ମଳା କରକରିଆ, ଦଇଖି ବାଗ, ତୁଳା ସୁନା, ଆଛାମା କରକରିଆ, ମଇନି କରକରିଆ, ମାଠୀ କୁସୁଲିଆ, ଅନିପ ଡଙ୍ଗରି, ଡେଙ୍ଗି ବେନିଆ, ରୁଞ୍ଜୁଲା ଟାକ୍ରି, ଗୁଣ୍ଡିଚା କରକରିଆ ଙ୍କ ସମେତ ଶତାଧିକ ମହିଳା ମାନେ ଉପସ୍ଥିତ ରହିଥିଲେ।