ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ବିଜେପି ମୁଣ୍ଡାପଡା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ 2024, ମୁଣ୍ଡlପଡା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସଭାପତି ଶ୍ରୀ ଯୀଶୁ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଏହି କର୍ମଶାଳା ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁକ୍ତ ବିପ୍ର ଚରଣ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉପସ୍ଥିତ ଥିବା 8 ଗୋଟି ଶକ୍ତି କେନ୍ଦ୍ର ର ତ୍ରିଦେବ ଓ ମଣ୍ଡଳ ସ୍ତରୀୟ କର୍ମକତ୍ତା ମାନଙ୍କୁ ନୂତନ ସଦସ୍ୟ ତା ପ୍ରତି ବୁଥ ର ଘରକୁ ଘର ବୁଲି ଧାର୍ଯ୍ୟ ତାରିଖ ଭିତରେ ନୂତନ ସଦସ୍ୟ ଙ୍କୁ ସଦସ୍ୟତା କରିବା ସହିତ ସକ୍ରିୟ ସଦସ୍ୟ ତା ଲଖ୍ୟ କୁ କିପରି ହାସଲ କରିହେବ ସେ ବିଷୟରେ ବିଷଦ ମାର୍ଗ ଦର୍ଶନ ପ୍ରଦାନ କରି ଅଭିଭାଷଣ ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ଅନ୍ୟlନ୍ୟ ବରିଷ୍ଠ ବିଜେପି ନେତୃବୃନ୍ଦ ସର୍ବଶ୍ରୀ ପୟୋଧର ମହାକୁଡ଼, ଧର୍ମୁଧାରା ପୋଢ଼, ସୁଶାନ୍ତ ବାଘ, ଶ୍ରୀମତୀ ଦୀପିକା ନାୟିକ ଙ୍କ ସହିତ 8 ଗୋଟି ଶକ୍ତି କେନ୍ଦ୍ର ର କର୍ମ କର୍ତ୍ତା ଙ୍କ ସହିତ ମଣ୍ଡଳ ସ୍ତରୀୟ କର୍ମକର୍ତା ପ୍ରଭୂତି ଯୋଗ ଦାନ କରିଥିଲେ l