ବୌଦ୍ଧ – ୨/୧୦ ( ଚିତ୍ତରଞ୍ଜନ ସିଂହ )ଆଜି ଗଙ୍ଗାଧର ମେହେର ସ୍ବେଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ସମୂହ ଟିଳତର୍ପଣ କରାଯାଇଛି lଏହି ଅନୁଷ୍ଠାନ ତରଫରୁ ଆଜକୁ ଛଅବର୍ଷ ହେବ ଯେତେସବୁ ଅଜଣା ଅସହାୟ ବ୍ୟକ୍ତିଙ୍କର ସବସତ୍କାର କରାଯାଇଛି ତାଙ୍କର ଆତ୍ମାର ସଦ୍ଗତି କମାନକରି ପ୍ରତିବର୍ଷ ମହାଳୟା ତିଥିରେ ସମୂହ ତିଳତର୍ପଣ କରିଆସୁଛି ।

ଆଜିମଧ୍ୟ ମହାନଦୀର ଆଳତୀଘାଟରେ ଅନୁଷ୍ଠାନ ର ସଂଯୋଜକ ରାମଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ସଭାପତି ମିନୁ ପ୍ରସାଦ ମିଶ୍ର ସହସମ୍ପାଦକ ସନ୍ତୋଷ ମେହେର ପରାମର୍ଶଦାତା ବୁଧନାଥ ପ୍ରଧାନ (ରମେଶ) ଓ ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେର ପ୍ରମୁଖ ସମୁହଁ ତିଳତର୍ପଣ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲବହାଦୁର ସ୍ୱାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l