Skip to content
କେତେକ ଜାଗାରେ ଆକାଶ ମେଘାଛନ୍ନ ଥିବା ବେଳେ ଭଦ୍ରକ ଜିଲ୍ଲା ଧାମରା, ଜଗତସିଂହପୁର ଜିଲ୍ଲା ପାରାଦୀପ ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବର୍ଷା ଆରମ୍ଭ
October 23, 2024 16:03:07
ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟ ବଳୟ ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି
October 23, 2024 15:58:02