
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ନେତା ଜି ଯୁବକ ସଂଘ , ଗୋଛାବାରି (ଆଡେଣି ଗଡ) ପକ୍ଷ ରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି | ଦିର୍ଘ ସାତ ଦିନ ଧରି ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସଭାପତି ମୃତ୍ୟୁଞ୍ଜୟ ଗୌଡ , ସମ୍ପାଦକ ଦେବବ୍ରତ ବେହେରା , ସମାଜ ସେବି ଦୀପକ କୁମାର ଙ୍କ ସମସ୍ତେ ସ୍ଥାନୀୟ ଜନ ସାଧାରଣ, ନେତା ଜି ଯୁବକ ସଂଘ ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ | ଆଜି ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |