ଢେଙ୍କାନାଳ: (ଶୁଭମ ପାଣି )ସଡ଼କ ସୁରକ୍ଷା ର ସଚେତନ ରଥ ପରିକ୍ରମା ର ଶୁଭ ଆରମ୍ଭ ହୋଇଛି।ସଡକ ସୁରକ୍ଷା ପ୍ରାକରଣ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସଚେତନ ରଥ କୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ଆରକ୍ଷୀ ଅଧୂକ୍ଷକ ଶ୍ରୀ ଅଭିନବ ସୋନକର ପତାକ ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସୁଳ କୁ ଆସୁଥିବା ଲୋକ ମାନଙ୍କୁ ମଦ୍ୟ ପାନ ନକରିବା ପାଇଁ ସଚେତନ କରିବ। ୦୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଚେତନ ରଥ। ଆଞ୍ଚଳିକ ପରିବହନ ଅଧୂକାରୀ ଶ୍ରୀ ପ୍ରଣୟ ମିଶ୍ର, ମୋଟର ଯାନ ନିରୀକ୍ଷକ ଦେବାଶିଷ ଓ ସଡ଼କ ସୁରକ୍ଷା ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।
ସଡ଼କ ସୁରକ୍ଷା ର ସଚେତନ ରଥ ପରିକ୍ରମା ର ଶୁଭ ଆରମ୍ଭ
Related Posts
ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟି ବୈଠକ
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକ ରେ ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ,ରାମଧୂନ କ୍ଲବ, ବାପୁଜୀ କ୍ଲବ, ବ୍ଲକଛକ ଦୁର୍ଗାପୂଜା କମିଟି, ସ୍ଵଚ୍ଛଭାରତ ସଙ୍ଗଠନ, ପ୍ରାଇଭେଟ୍ ବସ୍…
କାଶୀପୁର ଠାରେ ଦୁଇଦିନିଆ ପିଏମ ପୋଷଣ ଯୋଜନା ର ତାଲିମ ଶିବିର ଅନୁଷ୍ଠିତ
କାଶୀପୁର: ୨୪/୧୨( ଅଞ୍ଜନ କୁମାର ନାଏକ)କାଶୀପୁର ବ୍ଲକ ସଦର ମହକୁମା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ରେ ଆଜି ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୩ଟି କ୍ଲଷ୍ଟର ର ପାଚିକାଙ୍କୁ ନେଇ ପିଏମ ପୋଷଣ ଯୋଜନା ର ତାଲିମ କାର୍ଯ୍ୟକ୍ରମ ର ସୁଭାରମ୍ଭ…