ନବରଙ୍ଗପୁର ( ବେଣୁ ଗୋପାଳ ରାଓ)ଆସନ୍ତା ୧୩,୧୪ଓ ୧୫ ଜାନୁଆରୀ ମାସ ରେ ହେବ କାର୍ଯକ୍ରମ,୧୩ରେ ଛେର ଛେରା‌ ଯାତ୍ରା ।ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ନାୟକ, ସ୍ଥାନୀୟ ସଦର ଆଇଆଇସି ଶ୍ରୀ ସମ୍ବିତ ବେହେରା,ରାଜ୍ୟ ଓକିଲ ସଂଘର ଉପ ସଭାପତି ତଥା ରାଜ ପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀ, ଜଗନ୍ନାଥ ମନ୍ଦିରର‌ନିର୍ମାଣ କମିଟି ର ସଦସ୍ୟ ଶ୍ରୀ ସତ୍ୟବାଦୀ ଷଡ଼ଙ୍ଗୀ ,ସମାଜସେବୀ ତଥା ପୂର୍ବତନ ଶାଖା ପରିଚାଳକ ଶ୍ରୀ ଗଣେଶ ଦାଶ , ଅଧିବକ୍ତା ଶ୍ରୀ ଶ୍ରୀକାନ୍ତ ପଣ୍ଡା , ବରିଷ୍ଠ କଳାକାର ଶ୍ରୀ ବାବୁ ପବିତ୍ର

ରାଜ୍ୟ ସ୍ତରୀୟ ଆଦିବାସୀ ନୃତ୍ୟଶିଳ୍ପୀ କୁମାରୀ ସୁଶ୍ରୀ ନିରୂପମା ନାୟକ , ଆଦିବାସୀ ନେତା ଶ୍ରୀ ଅଖିଳ ଭତରା, ଆଦିବାସୀ ବରିଷ୍ଠ ନେତା ଶ୍ରୀ ଦିବାକର ପୂଜାରୀ , ବିଶିଷ୍ଟ ଆର୍ଟ କଳାକାର ସୁବ୍ରତ , ଶ୍ରୀ ସୁମିତ ପାଳ , ଆଦିବାସୀ ସ୍ଵାଧୀନତା ସଂଗ୍ରାମୀ ମାଧବ ପ୍ରଧାନୀ ଙ୍କ ନାତି‌ ଶ୍ରୀ ଉଦ୍ଧବ ପ୍ରଧାନୀ,ଶ୍ରୀ ନବଜୀବନ ‌ମଂଦାର , ଶ୍ରୀ ପ୍ରକାଶ ସାମନ୍ତରାୟ, , ବିଶିଷ୍ଟ କବିୟତ୍ରି ଶ୍ରୀମତି ଜେମାମଣି ବିଷୋୟୀ, ସାହିତ୍ୟକ ଦୁର୍ଗା ପାଢୀ‌, ନାଟ୍ୟକାର ଶ୍ରୀ ସାବତ, ଶ୍ରୀ ପ୍ରଦୀପ ସାହୁ , ଶ୍ରୀ ସିମାଞ୍ଚଳ ରଥ , କିନ୍ନର ସଂପାଦିକା ଚୁମକି, ଅଧିବକ୍ତା ଶ୍ରୀ ରାମ ପ୍ରସାଦ ପାତ୍ର , ନାଟ୍ୟକାର ଶ୍ରୀ ମନୋଜ ପଟନାୟକ, ଶ୍ରୀ ସ୍ଵାଧୀନ‌ ପଣ୍ଡା , ଶିକ୍ଷାବିତ୍ ସୁଶ୍ରୀ ଝରଣା ପଟନାୟକ,ଶ୍ରୀ ଅବଦୁଲ ଫିରୋଜ, ଶ୍ରୀ କାଳି ଚରଣ ପାତ୍ର, ଅଧିବକ୍ତା ଶ୍ରୀ ପୂର୍ଣ୍ଣ ମହାପାତ୍ର, ଅଧିବକ୍ତା ଶ୍ରୀ ଶ୍ରୀ ନିବାସ ପାତ୍ର,ନାଟ୍ୟକାର ଶ୍ରୀ ବାର୍ଥ ହରିଜନ, ଶ୍ରୀ ବିଡନ ସୁନା , ନବରଙ୍ଗପୁର ପୈ।ରପରିଷଦ ର ଦଶ ଜଣ କାଉନସିଲର ଯୋଗଦେଇଥିଲେ।