ଧର୍ମଗଡ଼ ତା ୩୦/୧( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵସ୍ତିପଡା ଠାରେ ମାଁ ଭଣ୍ଡାର ଘରଣୀ ସାରକିଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଆଠ ଗୋଟି ଦଳ ଭାଗ ନେଇଥିଲେ ଫାଇନାଲ ମ୍ୟାଚ ରେ ୨୦,୨୦, ଟିମ୍ ଓ ସାହୁ ଵ୍ରଦଦ୍ସ ମଧ୍ୟରେ ଖୋଲା ଯାଇଥିଲା ୨୦,୨୦ ଟିମ୍ ଟଚ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ। ୧୦ ଓଭର ରେ ୧୦୯ ରନ୍ ସଂଗ୍ରହ କରି ସମସ୍ତ ଖୋଲାଳି ଆଉଟ୍ ହୋଇଯାଇଥିଲେ। ସାହୁ ଵ୍ରଦଦ୍ସ ୧୦ ଓଭର ତିନି ବଳ ରେ ଗୋଟିଏ ଖୋଲାଲି ଆଉଟ୍ ହୋଇ ୧୧୦ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ ।

ଏହି ଖେଳ ୧୨ ଓଭର ଖୋଲ ଥିଲା। ମୁଖ୍ୟ ଅତିଥି ଭାବରେ ରାଜିନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବରେ ପ୍ରଶାନ୍ତ ନାଏକ, ଅନିଲ ନାଏକ, କମଳା ନାଏକ, ବିରେନ୍ଦ୍ର ନାଏକ,ଵାନାମ ନାଏକ, କୁମୁଦ ସାହୁ,ମୃତୁଜୟ ଅଗ୍ରୱାଲ, ରୁପେଷ ଅଗ୍ରୱାଲ, ମୁନି ରାମ ମାଝୀ, ଚନ୍ଦ୍ର ହାସ୍ୟ ନାଏକ ପ୍ରମୁଖ ଯୋଗଦେଇଥିଲେ ଖୋଳ କୁ ନିରଞ୍ଜନ ରଣା ଓ ପ୍ରବୀଣ ପରିଚାଳନା କରିଥିଲେ ।

ମ୍ୟାନ ଅପ ଦି ମ୍ୟାଚ ଭାବରେ ସାହୁ ଵ୍ରଦଦ୍ସ ର ନିହାର ରଞ୍ଜନ ସାହୁ ପାଇଥିବା ବେଳେ ମ୍ୟାଚ ଅପ ଦି ସିରିଜ ଭାବରେ ଆର୍ କେ କ୍ଳବ୍ ର ଵାଵୁନା ବେହେରା ପାଇଥିଲେ । ସାହୁ ଵ୍ରଦଦ୍ସ ଟିମ୍ ର କ୍ୟାପଟେନ ଭାବରେ ସରୋଜ କୁମାର ସାହୁ (ମୁନୁ) ତୁଲାଇଥିବା ବେଳେ ୨୦,୨୦ ଟିମ୍ ର କ୍ୟାପଟେନ ଭାବରେ ଦିନେଶ କୁମାର ନାଏକ ତୁଲାଇଥିଲେ। ଏହି ମାଁ ଭଣ୍ଡାର ଘରଣୀ ସାରକିଳ କ୍ରିକେଟ ପ୍ରତିଯୋଗିତା ଧର୍ମଗଡ଼ ଵସ୍ତିପଡା ୨୦,୨୦ ଟିମ୍ ଗଣେଷ ପୂଜା କମିଟି ଦ୍ଵାରା ଆୟେଜିଦ କରାଯାଇଥିଲା।