ଧର୍ମଗଡ଼ ତା ୩୧/୧/୨୫ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ମହାମହି ରାଷ୍ଟ୍ରପତି ଦ୍ରେପତି ମୁର୍ମୁ ଙ୍କୁ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ଦୂର ଵ୍ୟାଵହାର କୁ ନେଇ ଆଜି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଠାରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ନେତୃତ୍ୱ ରେ ସ୍ଥାନିୟ ଚାରି ଛକଠାରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଙ୍କ କୁଶ ପିତ୍ତଲା ଦାହ କରାଯାଇଥିଲା।
ଉକ୍ତ କୁଶପିତ୍ତଲା ଦାହ କାର୍ଯ୍ୟକ୍ରମ ରେ ଖଇରପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ ଧର୍ମଗଡ଼ ନଗର ସଭାପତି ସୈାରଭ ମତ୍ତଲ, ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ଵାଇଁ ଲକ୍ଷ୍ମୀ କାନ୍ତ ବାଗ ପୂର୍ବତନ ନଗର ସଭାପତି ହରେକୃଷ୍ଣ ପଣ୍ଡା, ଯୁବ ନେତା ହିମାଂଶୁ ଶେଖର ପଣ୍ଡା,ମନିନ୍ଦ୍ର ଭୁଷଣ ପାତ୍ର ଲକ୍ଷ୍ମଣ ମେହେର ହେମନ୍ତ କୁମାର ମାଝୀ, ନଗର ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଓ ଡମ୍ବରୁ ଧର ଠାକୁର ବରିଷ୍ଠ କାର୍ଯ୍ୟକର୍ତ୍ତା ବାଞ୍ଛାନିଧି ଯୋଶୀ , ଚନ୍ଦନ ପାତ୍ର, ସୈାରଭ ପାନସାରୀ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ