
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ମାନ୍ୟବର ପ୍ରଧାନମନ୍ତ୍ରି ଯଶସ୍ଵି ନରେନ୍ଦ୍ର ମୋଦିଙ୍କର ୧୧୯ତମ ମନ୍ କି ବାତ୍ ଜିଲ୍ଲାର ୧୧ଟୀ ମଣ୍ଡଳ ୪୧୫ ଗୋଟି ବୁଥରେ ଦିନ ୧୧ଟାରୁ ୧୧.୩୦ ପର୍ଯ୍ୟନ୍ତ ଶୁଣାଇବର ବ୍ୟବସ୍ଥା କରାଯାଇଥିଲା ।
ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାସ୍ଥରିୟ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ପ୍ରେମନନ୍ଦ ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲାସ୍ଥରିୟ କାର୍ଯ୍ୟକର୍ତ୍ତା ସର୍ବସ୍ରି ବିପ୍ରଚରଣ ମହାନ୍ତି ,ଶ୍ୟାମସୁନ୍ଦର ପୁରହିତ ,ଚିତ୍ତରଂଜନ ପାଣିଗ୍ରାହୀ, ରାଜକୁମାର୍ ମେହେର, ଗଜେନ୍ଦ୍ର ସାହୁ, ନମିତାରଣୀ ଦାସ, ରଶ୍ମିତା ହୋତା ,ମନୋରଞ୍ଜନ ଦାସ ପ୍ରଭୁତି ବି.ଯେ.ପି. ସକ୍ରିୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ