Skip to content
କ୍ୟାବିନେଟ୍ ନିଷ୍ପତ୍ତି: ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ପୁରୁଣା ନିୟମରେ ନିଯୁକ୍ତି
March 22, 2025 13:10:11
ଯାଜପୁର ଜିଲ୍ଲା ଜାରକା ଆରଡି ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଟକ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ମାଡ଼ି ବସିଥିଲା।
March 22, 2025 13:05:05