
ହରଭଙ୍ଗା :(ଚିତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ରେ ପୁଣି ଖାକିରେ ଲାଗିଲା କଳଙ୍କ lପୋଲିସ କୁ ବାନ୍ଦିଲା ପୋଲିସ l ଜିଲ୍ଲା ମନମୁଣ୍ଡା ଥାନା ରେ ଦେଖିବାକୁ ମିଳିଛି ଏପରି ଘଟଣା l ବାରାକ ରେ ଗଂଜେଇ ରଖିଥଲେ irb ଯବାନ l ଗଂଜେଇ ଚାଲାଣ ରେ ଗିରଫ ଯବାନ ମାନେ ମନମୁଣ୍ଡା ଥାନାରେ ହିଁ କାର୍ଯ୍ୟରତ ଥିଲେ l ବାରାକ ରେ ଗଞ୍ଜାଇ ରଖିଥବା ଜିଲ୍ଲା ଆରକ୍ଷୀଅଧିକ୍ଷକ ବିଶେଷ ସୂତ୍ରରୁ ଜାଣିବା ପରେ ଥାନା କୁ ଆସି ବାରାକ ରୁ ଗଂଜେଇ ଜବତ କରିଛି ମନମୁଣ୍ଡା ପୋଲିସ l
ତେଵେ ଗଂଜେଇ ର ପରିମାଣ 15kg 930ଗ୍ରାମ ଗଂଜେଇ ଜବତ କରାଯାଇଛି l ଗଂଜେଇ ଚାଲାଣ ରେ ସାମିଲ ରହି ଗିରଫ ହୋଇଥିବା irb ପୋଲିସ ହେଲେ କୁନାଲ ସିଂ,
ତିଲୋଚନ ରଣା ଓ ନିଲମ ବର୍ଲା l ତେବେ ଗଂଜେଇ ଜବଦ ସହିତ ୧୧୯/୨୫ ମାମଲା ମନମୁଣ୍ଡା ଥାନାରେ ରୁଜୁ ହୋଇ 3ଅଭିଯୁକ୍ତ ପୋଲିସ କୁ କୋଟ ଚାଲାଣ କରିଛି ମନମୁଣ୍ଡା ପୋଲିସ l ଏହା ନେଇ ବୌଦ୍ଧ SP ରାହୁଲ ଗୋଏଲ ପ୍ରେସିମିଟ କରି ସୂଚନା ଦେଇଛନ୍ତି l