ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା କୁ ଦୁଇ ଦିନିଆ ଗ୍ରସ୍ତ ରେ ଥିଲେ ରେଳ ବିଭାଗ ସି ଆର ଏସ l ଦୁଇ ଦିନ ଧରି ପୃଥକ ପୃଥକ ବୌଦ୍ଧ ରୁ ପୁରୁଣା କଟକ ପର୍ଯ୍ୟନ୍ତ ରେଳପଥ ନିରାପତ୍ତା ଯାଞ୍ଚ କରିଥିଲେ l ଗତକାଲି ବୌଦ୍ଧ ରୁ ଚମ୍ପାପୁର ପର୍ଯ୍ୟନ୍ତ ଯାଞ୍ଚ ସାରିଥିବା ବେଳେ ଆଜି ପୂର୍ବାହ୍ନ ରେ କମିଶନ ର ଙ୍କ ସମେତ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଚମ୍ପାପୁର ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ରେଳପଥ ନିରାପତା ଯାଞ୍ଚ କରିଥିଲେ l

ଏହି ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ ର ଆଜି ସରିଛି ସେପ୍ଟି ଯାଞ୍ଜ ପ୍ରକ୍ରିୟା, ଭାରତ ରେଳ ମନ୍ତ୍ରଣାଲୟ ନିର୍ଦ୍ଧିସ ଓ ଗ୍ରୀନ ସିଗନାଲ ଦେଲେ ଖୁବ ଶୀଘ୍ର ବୌଦ୍ଧ ଜିଲ୍ଲା ପୁରୁଣା କଟକ ଷ୍ଟେସନ କୁ ନିତିଦିନିଆ ଗଡିବ ରେଳ, ଆଉ ପlଦେ ବୌଦ୍ଧ ବିକାଶ କୁ ଯୋଡିବ ଏହି ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ lଏଣୁ ଉକ୍ତ ପ୍ରକଳ୍ପ କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୌଦ୍ଧ ଜିଲ୍ଲା ବାସୀ l