
ଧର୍ମଗଡ଼ ତା ୧୪/୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଖଇର ପଦର ମଣ୍ଡଳ ଭାରତୀୟ ଜନତା ପାର୍ଟି ତରଫରୁ କନ୍ତେର ଗ୍ରାମ ରେ ଭାରତରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା ଉକ୍ତ ଉତ୍ସବ ରେ ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି, ଙ୍କ ଅଧ୍ୟକ୍ଷତା ରେ କନ୍ତେର ବୁଥ ସଭାପତି ବିଭୂତି ସତନାମୀ , ମଣ୍ଡଳ ସମ୍ପାଦକ ତପନ ସରାଫ,ବୋଡ଼େନ ବୁଥ ସଭାପତି ମାୟାଧର ନିଆଳ ବଡଫୁର୍ଲା ବୁଥ ସଭାପତି ଅଭିରାମ ଶବର, ମହେନ୍ଦ୍ର ଲେହେରୋ, ସରୋଜ୍ ସତନାମୀ କୁମୁଦ ସତନାମୀ ଚେତନ୍ ଭାଈ, ଚିତ୍ରସେନ୍, ଲକ୍ଷ୍ମଣ ସତନାମୀ, କୁସ ଭାଈ, ମୋହନ୍ ସତନାମୀ, ପ୍ରଶାନ୍ତ ସତନାମୀ, ଜଗନ୍ନାଥ ସତନାମୀ, ଓ ଅନେକ ବରିଷ୍ଠ କାର୍ଯ୍ୟ କର୍ତ୍ତା ମାନେ ଯୋଗଦାନ କରିଥଲେ ଏବଂ ମଣ୍ଡଳ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଯୁବନେତା ବିବେକ ସାହୁ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ,।