ପୁରୀ ; (ମନୋଜ କୁମାର ବଳିଆରସିଂ )ପୁରୀ ଜିଲ୍ଲା ଗୋପ ବ୍ଲକ୍ ର ସୋରଭା ଓ ଇଶାଣପପୁର ଗ୍ରାମ ପଞ୍ଚାୟତ କୁ ଲକ୍ଷ୍ମୀ ବସ୍ ଚଳାଇବା ପାଇଁ “ଆପ ” ପକ୍ଷରୁ ଜିଲ୍ଲା ପାଳ ମହୋଦୟ ଙ୍କୁ BDO ଙ୍କ ଜରିଆରେ ଅଞ୍ଚଳ ବାସୀ ଙ୍କ ସମର୍ଥନ ସହିତ ଦାବି ପତ୍ର ଦିଆଗଲା। ଦାବିପତ୍ର ଦେବା ସମୟରେ ରବିନ୍ଦ୍ର ନାଥ ସାହୁ , ରମେଶ ଚନ୍ଦ୍ର ମହାନ୍ତି, ରମାକାନ୍ତ ସ୍ୱାଇଁ, ଭଗବତ ବେହେରା ଓ ପ୍ରକାଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତି ଥିଲେ।