ପୁରୀ : (ମନୋଜ କୁମାର ବଳିଆରସିଂ )ଭାରତୀୟ ଜନତା ଯୁବମୋର୍ଚ୍ଚା, ପୁରୀ ତରଫରୁ ପିକେଡିଏ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।h #NationalHerald ଦୁର୍ନୀତିରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କର କୁଶପୁତ୍ତଳିକା ଦାହ କରାଯାଇ ପ୍ରତିବାଦ କରାଯାଇଥିଲା। ଏହି ପ୍ରତିବାଦ ମାଧ୍ୟମ ରେ ରାହୁଲ ଏବଂ ସୋନିଆ ଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ED ଙ୍କୁ ଅନୁରୋଧ କରାଯାଇଛି। ଏଥିରେ ଭାରତୀୟ ଜନତା ପାର୍ଟି ର ପ୍ରମୁଖ ନେତୃତ୍ୱ ମାନେ ଉପସ୍ଥିତ ଥିଲେ।।