ହରଭଙ୍ଗା୧୭/୦୯ ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ଆଠ ନମ୍ବର ମଣ୍ଡଳ ବିଜେପି ତରଫରୁ ରବିବାର ଦିନ ତିଳେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି, ଘୋଷଣା କରିଥିବା ନୂତନ ବିଶ୍ୱକର୍ମା ଯୋଜନା ବିଷୟରେ ହିତାଧିକାରୀ ମାନଙ୍କୁ ଧରି ଉକ୍ତ ଯୋଜନା ବାବଦରେ ଆଲୋଚନା କରିଥଲେ, ମଣ୍ଡଳ ସଭାପତି ବାମନ ବାରିକ ଓ ବିଜେପି ନେତା ସରୋଜ ପ୍ରଧାନ ଙ୍କ ସମେତ ହିତାଧିକାରୀ ଓ ଜନସାଧରଣ ଉପସ୍ଥିତ ଥିଲେ l