ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଟିକିରା ସାହିରେ ମା ଶ୍ୟାମାକାଳୀ ପୂଜା ପାଇଁ କଳସ ଯାତ୍ରା l ଯାହାକି ଏହି ଯାତ୍ରା ଅତି ଧୁମ ଧାମ ରେ ପ୍ରାୟ ୮ ଦିନ ଧରି ବିଭିନ୍ନ ନାଚ ଗୀତ ହରଭଙ୍ଗା ଉଶ୍ଚବ ମୁଖର ହୋଇ ଥାଏ ଆଜୀ ଏହି କଳସ ଯାତ୍ରା ମହାନଦୀ କୁ ଯାଇ ରୀତିନୀତି ପୂଜା ଵିଧି ସାରି ଏକ ବିରାଟ ଟୁଆରରେ ପଂହଁଚି ଥିଲେ ପୂଜା ମଣ୍ଡପ ନିକଟରେ

ମଣ୍ଡପରେ ଆଜି ଠାରୁ ପୂଜା ଅର୍ଚନା ଆରମ୍ଭ ହୋଇ ଆଗାମୀ ଶ୍ୟାମାକାଳୀପୂଜା ଵା ଦୀପାବଳି ଦିନ ଅର୍ଦ୍ଧ ରାତ୍ର ରେ ଏହି ପୂଜା ଅତି ନିଷ୍ଠା ର ସହ ଶେଷ ହୋଇ ଥାଏ ଏବଂ ମିନାବଜ଼ାର ସୁସ୍ୱାଦୁ ଖାଦ୍ୟ ଗରମ ଗରମ ବେଶ ଦର୍ଶକ ଙ୍କୁ ଟାଣି ଆଣିଥାଏ ଏବଂ ୧୫ ତାରିଖ ଦିନ ଭସାଣି ହେବ ବୋଲି ଏହି ପୂଜା କମିଟି ସଭାପତି ମାନ ମୁଦୁଲି, ସମ୍ପାଦକ ସୁରେଶ ସାହୂ, ଏବଂ ସଭ୍ୟ ଶାନ୍ତନୁ ବେହେରା, ହୃଦାନନ୍ଦ ସାହୂ, ରଞ୍ଜୀତ ସାହୂ, ଅକ୍ଷୟ ସାହୂ, ଯଂଜ୍ଞ ସାହୂ ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଛନ୍ତି l