
ନବରଙ୍ଗପୁର:୧ ୩/୧୧(ବେଣୁ ଗୋପାଳ ରାଓ)ସନିବାର ପୂର୍ବାହ୍ନ ୧୧ଘ: ସମୟରେ କୋରାପୁଟ ଜିଲ୍ଲାର ବରି ଗୁମ୍ମା ବ୍ଲକର କାମରାଠା୍ରେ ,ଉତ୍କଳ ଯାଦବ ମହାସଭା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମଦନମୋହନ ନାୟକଙ୍କ ସଭାପତିତ୍ ରେ “ଯାଦବ ଭବନ”ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସଵ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ନଂଵରଙ୍ଗପୁର ସନସଦ ଶ୍ରୀଯୁକ୍ତ ରମେଶଚନ୍ଦ୍ର ମାଝି, ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ
କୋଟପାଡ଼ ବିଧାୟକ ଶ୍ରୀମତୀ ପଦ୍ମିନୀ ଦିଆଲ, ଅନ୍ୟତମ ଅତିଥି ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମାଝୀ,
ଏହି ଭିତି ସ୍ଥାପନ ଉତ୍ସରେ ଯୋଗ ଦେଇ ନିଜସ୍ଵ ସନସଦ ପାଣ୍ଠିରୁ ୫ଲକ୍ଷ ଓ ବିଧାୟକ ପାଣ୍ଠିରୁ ୫ଲକ୍ଷ ମୋଟ ୧୦ ଲକ୍ଷ ଅନୁଦାନ ଦେଇ ଯାଦବ ଭବନ ଓ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଙ୍କ ପାଣ୍ଠିରୁ ୫ ଲକ୍ଷ ଅନୁଦାନ ଦେଇ ରାଧା କୃଷ୍ଣ ମନ୍ଦିର ନିର୍ମାଣ ସମ୍ଭଦେ ପ୍ରତି ସୃତି ଦେଇଥିଲେ,ବୋରିଗୁମ୍ମା ଵ୍ଳକ ଅଧ୍ୟକ୍ଷା ଶ୍ରୀମତୀ ଦ୍ଵିପତି ମଣୀ ନାୟକ ନିଜଵ୍ଳକ ଅନୁଦାନରୁ ନଳକୁପ ଦେଇ ସମାଜର ବିଭିନ୍ନ କାର୍ଯ୍ୟରେ କିଭଳି ସାହାଯ୍ୟ ହୋଇଥାଏ ଜଣାଇ ଥିଲେ ।
ଏଥିରେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ, ଉପା ଅଧ୍ୟକ୍ଷ ଶ୍ରୀ ସାମନ୍ତରାୟ ବାବୁ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମାଳତୀ ମାଝୀ, ଜିଲ୍ଲା ଯାଦବ ମହାସଭାର ସାଧାରଣ ସଂପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ଗୈାଡ, ବୈପାରିଗୁଡାର ଵ୍ଳକ ସଭାପତି ଶ୍ରୀଯୁକ୍ତ ସାତିରାମ ନାୟକ, ନଂଵରଙ୍ଗପୁର ଜିଲ୍ଲାର ସଙ୍ଗଠକ ସଂପାଦକ ମନଜ କୁମାର ମାହାଙ୍କୁଡ, ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପର୍ଶୁରାମ ନାୟକ,ଅଭିଭୁକ୍ତ କୋରାପୁଟ ଜିଲ୍ଲାର ଯୁବ ଯାଦବ ନେତା ଶ୍ରୀଯୁକ୍ତସିମାଞ୍ଚଳ ମାହାଙ୍କୁଡ, ସନସଦ ପ୍ରତି ନିଧି ଶ୍ରୀଯୁକ୍ତ ଶେଷ ପଣ୍ଡା, ଘରୋଇ ବସ୍ ମାଲିକ ସଂଘର ସଦସ୍ୟ ଶ୍ରୀଯୁକ୍ତ ସୋମନାଥ ଭାଇ, ଯାଦବ ସମାଜର ଆଇନ ପରାମର୍ଶ ଦାତା ସିମାଞ୍ଚଳ ଯାଦବ,ଵରିଗୁମ୍ଭା ସମିତି ସଭ୍ୟ ଲଛମନ ଗୈାଡ, ପୂର୍ବତନ ସରପଞ୍ଚ ଜଗନ୍ନାଥ ଗୈାଡ,ଵରିଗୁମ୍ଭା ରାଜମିସ୍ତ୍ରୀ ସଂଘ ସଭାପତି ଶ୍ରୀଯୁକ୍ତ ପତିରାମ ଗୈାଡ, ସମେତ ଯାଦବ ସମାଜର ପ୍ରାୟ ପାଞ୍ଚସହରୁ ଉର୍ଦ୍ଧ୍ବ ଯାଦବ ସମାଜର ମୂଖ୍ୟ ମାନେ ଯୋଗ ଦେଇଥିଲେ। ଶେଷରେ ସୋମନାଥ ନାୟକ ଧନ୍ୟବାଦ ଅର୍ପଣ ଦେଇ ସଭା ଭଙ୍ଗକରି କରିଥିଲେ।