ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜନ ଆକ୍ରୋଶ କାର୍ଯ୍ୟକ୍ରମ ହର ଭଙ୍ଗା ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଧାରଣା ସହିତ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା , ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ।
ବ୍ଲକ୍ ଅଫିସ୍ ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟ। ଚାର ବଢି ଚାଲିଛି ।କେନ୍ଦ୍ରୀୟ ଯୋଜନାକୁ ଆତ୍ମା ସ।ତ୍ କରାଯାଇ ରାଜ୍ୟ ବିଜେଡି ସରକାର ବାହାବା ନେଉଛନ୍ତି ବୋଲି ଜିଲ୍ଲା ବିଜେପି ସଭାପତି ତାଙ୍କ ଭାଷଣ ରେ କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ଡ: ଲେଖାଶ୍ରୀ ସାମନ୍ତ ସିଂହାର ଯୋଗଦାନ୍ କରି ତାଙ୍କ ଅଭିଭାଷଣ ରେ ଓଡ଼ିଶା ସରକାର ଙ୍କ ଜଙ୍ଗଲ ଶାସନ , ପ୍ରୀୟ।ସ୍ପ୍ରିତି ସହିତ, ଅଣ ଓଡ଼ିଆ ତାମିଲ ଶାସନ ,ଉପରେ ଆଧାରିତ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ଶାସନ କାଳରେ ଓଡ଼ିଶା ସରକାର ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସବୁ କୁ ଗୋଟି ଗୋଟି ବର୍ଣ୍ଣନା କରି ଅଭି ଭାଷଣ ଦେଇ ଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ କୁ କର୍ଣ୍ଣେଲ ଶ୍ରୀ ଶିଶିର କୁମାର ଘୋଷ ପରିଚାଳନା କରିବା ସହିତ ବ୍ଲକ୍ ଅଫିସ୍ ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ କୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେଆଜିର ଏହି ଜନ ଆକ୍ରୋଶ କାର୍ଯ୍ୟ କ୍ରମରେ ହଜାର ହଜାର ଦଳୀୟ କର୍ମକର୍ତ୍ତା ଓ ଜନ ସାଧାରଣ ଯୋଗଦାନ୍ କରି ଥିଲେ ସର୍ବ ଶ୍ରୀ ମାଗୁଣି ଗାଈ ଗୌରୀ ଆ, ସୁଶାନ୍ତ କୁମାର ପ୍ରଧାନ , ବିକାଶ ମହାକୁଡ, ସଂଜିତ୍ ମଣ୍ଡଳ , ରମେଶ ମହାନ୍ତି , ବାମନ ବାରିକ ତପନ କୁମାର ଡ।ଙ୍ଗ , ଶମ୍ଭୁ ପ୍ରଧାନ, ଶାନ୍ତି ଦନ୍ତା, ସୁକାନ୍ତ ପାଣିଗ୍ରାହୀ , ସୂର୍ଯ୍ୟ ନାରାୟଣ ମହାପାତ୍ର , ସଂଗ୍ରା ମ ବେହେରା , ମନ ରଞ୍ଜନ ଦାସ , ନମିତା ରାଣୀ ଦାସ, ପ୍ରେମାନନ୍ଦ ମିଶ୍ର , ତାପସ କୁମାର ପଟ୍ଟନାୟକ , ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।