ଧର୍ମଗଡ଼ :୮/୧୨(ହେମନ୍ତ କୁମାର ମାଝୀ)ଭାରତୀୟ ଜନତା ପାର୍ଟି ପ୍ରଦେଶ ଯୁଵ ମୋର୍ଚ୍ଚା ସଭାପତି ଅଵିନାଶ ପଣ୍ଡା ଙ୍କ ଆହ୍ୱାନ କ୍ରମେ ଆଜି ଯୁବ ମୂର୍ଚ୍ଚା କଳାହାଣ୍ଡି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଙ୍କ ନେତୃତ୍ୱରେ ଧର୍ମଗତ ମହିଳା ମହାବିଦ୍ୟାଳୟ ଠାରେ ୧୮ ବର୍ଷ ହୋଇଥିବା ଛାତ୍ରୀ ମାନଙ୍କର ନୂଆ ଭୋଟ ପାଇଁ ପଞ୍ଜିକରଣ କରାଯାଇଥିଲା।
ଵହୁ ଛାତ୍ରୀ ପଞ୍ଜିକରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ମନିନ୍ଦ୍ର ଭୁଷଣ ପାତ୍ର ନଗର ଯୁବ ମୋର୍ଚ୍ଚା ସଭାପତି ସୈାରଭ ମିତ୍ତଲ ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର ଖଇପଦର ଯୁବ ମୋର୍ଚ୍ଚା ସଭାପତି ଵଵରୁ ନାଏକ ସାଧାରଣ ସମ୍ପାଦକ ସୌମ୍ୟରଂଜନ ଖଡିକାର ବଲାଙ୍ଗୀର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା ନଗର ସାଂସଦ ପ୍ରତିନିଧି ହେମନ୍ତ ମାଝୀ ନଗର ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର ଉପସ୍ଥିତ ରହି ସହଯୋଗ କରିଥିଲେ।