ହରଭଙ୍ଗା :୧୬/୧୨ (ଚିତ୍ତରଞ୍ଜନ ସିଂହ)ବିଦ୍ୟାର ଭଣ୍ଡାର, ବୁଦ୍ଧିଦାତା, ଗଜାନନ ଙ୍କ ପ୍ରତିମା ଶନିବାର ଦିନ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ କାର୍ଯ୍ୟାଳୟ ରେ ସ୍ଥାପନ ଓ ପ୍ରତିଷ୍ଠା କରାଯାଇଛି l

ଉକ୍ତ ପ୍ରତିଷ୍ଠା ରେ କର୍ତ୍ତା ଭାବେ ଫରେଷ୍ଟର ସୁଶୀଲ କୁମାର ହୋତା କାର୍ଯ୍ୟଭlର ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ରେ ବୌଦ୍ଧ ବନ ଅଧିକାରୀ ଦେବପ୍ରିୟ କମ୍ପୋ, ପୁରୁଣା କଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ, ମାଧପୁର ରେଞ୍ଜ ଅଧିକାରୀ ଅlଶିକ କୁମାର ଦିଗାଲ, ତଳଗଁl ଫରେଷ୍ଟ ବିଟ ଫରେଷ୍ଟର ଅଭିମନ୍ୟୁ ମହାନ୍ତି ଙ୍କ ସମେତ ମାଧପୁର ରେଞ୍ଜ ଅଂଚଳ ରେ କାର୍ଯ୍ୟରତ ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ଓ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ରହିଥିଲେ l