ବଲାଙ୍ଗିର ବ୍ୟୁରୋ;୦୬/୦୧(ନରେନ୍ଦ୍ର ନେଗୀ)ଆସନ୍ତା ୧୬ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାର ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇ, ଶୁଲିଆର ମୁଖ୍ୟ ପୂଜକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ତେବେ ୧୫ ତାରିଖ ଦିନ ଦେବାଦେବୀଙ୍କୁ ଆମନ୍ତ୍ରଣ କରିବା ପରେ ୧୬ ତାରିଖ ଦିନ ଶୁଲିଆ ଯାତ୍ରା ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି ।
ପ୍ରସିଦ୍ଧ ଶୁଲିଆ ଯାତ୍ରା ଆସନ୍ତା ୧୬ ତାରିଖ ଦିନ ଅନୁଷ୍ଠିତ ହେବ
Related Posts
ପଛପଟୁ ପିଟିଲା ଟ୍ରକ୍ ,ଜଳିଗଲା ଦୁଇଟି ଟ୍ରକ୍ ,ଚାଲିଗଲା ଡ୍ରାଇଭର ଜୀବନ
କେସିଙ୍ଗା (ପ୍ରୀତେଶ ପଟେଲ) କଳାହାଣ୍ଡି କିଲ୍ଲା ସଦର ଥାନା ଅନ୍ତର୍ଗତ ପାଷ୍ଟିଗୁଡ଼ି ଗାଁ ନିକଟର ଚାଉଳ ବୋଝେଇ ଟ୍ରକ କୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଦୁଇଟା ଟ୍ରକ ଜଳି ଯାଇଥିଲା |କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି-ନାସିଗାଁ…
ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ କର୍ମକର୍ତ୍ତା ଚୟନ
ସୁକାନ୍ତ ସଭାପତି… ଭାଗବତ ସମ୍ପାଦକ ,ଫେବୃଆରୀ ରେ ସେବା ମହୋତ୍ସବ ହରଭଙ୍ଗା( ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଦିନ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଆସୋସିଏସନ ସଭାପତି ବନମାଳୀ ପ୍ରଧାନ ଙ୍କ ଅଧକ୍ଷତା…