![](https://www.aeiodisha.com/wp-content/uploads/2024/01/WhatsApp-Image-2024-01-10-at-20.04.42.jpeg)
ଧର୍ମଗଡ଼: ୯/୧(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ରାହୁରାହଳଦୀ ଗ୍ରାମରେ ହୋଇଥିଲା ଯାତ୍ରା ରେ ସମାଜ ସେବୀ ଚତୁର୍ଭୁଜ ତାଣ୍ଡି, ରାମସେନା ରୁ ଜୟ ଶଙ୍କର ମୁଣ୍ଡ ଓ ଧ୍ରୁବଚରଣ ପଣ୍ଡା ଜଗନ୍ନାଥ ସେବା ସମିତି ରୁ ସେବକ ଯୋଗୀନ୍ଦ୍ର ପଣ୍ଡା ଏବଂ ସେବକ ହିମାଚଳ ପଣ୍ଡା ,ବଜରଙ୍ଗ ସେନା ରୁ ଦିନେସ କୁମାର ପଣ୍ଡା, ସତନାମୀ ସଂଘ ରୁ ବିଭୂତି ସତନାମୀ ,ଏବଂ ଗ୍ରାମର ମାନ୍ୟ ଗଣ୍ୟ ଙ୍କ ମଧ୍ୟରେ ନରେନ୍ଦ୍ର ମେହେର, ଦୈତାରି ପୁଝାରି, ମଣ୍ଟୁ, ମନୋଜ ପଣ୍ଡା ଏବଂ ସମସ୍ତ ଗୁରୁଜନ ଶ୍ରଦ୍ଧାଳୁ ଭକ୍ତ, ମହିଳା ମାନେ ଉପସ୍ଥିତ ରହି କଳସ ଯାତ୍ରା କୁ ସଫଳ କରିଥିଲେ ।