ଢ଼େଙ୍କାନାଳ: (ଶୁଭମ ପାଣି ) ରୁଏବେ ଗାଁ ଠୁ ସହର ପ୍ରତ୍ୟେକ ୫ଟି କାମ କୁ ବିରୋଧ କରିବାକୁ ବସିଲେଣି ଜନସାଧାରଣ, ସରକାରଙ୍କ 5t କାମ ରେ ବ୍ୟାପକ ଦୃନୀତି ଏବେ ଧୀରେ ଧୀରେ ପ୍ରତିବାଦର ସ୍ୱର ଜୋର୍ ଉଠିଲାଣି, ଯୋଉଠି ସରକାର ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହବା ପାଇଁ ସ୍ମର୍ଟ କ୍ଳlସ ତିଆର କରୁଛନ୍ତି ସେଠି ବିଜେଡି ର ନେତା ମାନେ ତାକୁ ବେଉସା ବନେଇ ସାରିଲେଣି ଯାହା ଫଳରେ ନିମ୍ନମାନର କାମକରୁଛନ୍ତି, ସେହି ଶ୍ରେଣୀ ଗୃହ ରେ ଛୋଟ ଛୋଟ ପିଲାମାନେ ପାଠ ପଢିବେ, ଯାହା ଫଳରେ ନିମ୍ନ ମାନର ଯୋଗୁ ଢେ଼ଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ କାବେରା ପଞ୍ଚାୟତ ର ଚିରୁଳେଇ ସ୍କୁଲ୍ ଛାତ ଭୁଶୁଡ଼ି ପଡ଼ିବାର ଖବର ଶକ୍ତି ଟିଭିରେ ପ୍ରସାରିତ ହୋଇଥିଲା

ଅନୁଧ୍ୟାନ କଲେ ନିଶ୍ଚୟ ଜାଣିବେ ଅନେଗୁଡ଼ିଏ ଛାତ ବି କେତେବେଳେ ଭୁଶୁଡି ପଡିବ ସେ କଥା ମଧ୍ୟ କହିପାରିବା ନାହିଁ, ଖାଲି ସେତିକି ନୁହେଁ ଯୋଉଠି କି ବେଗା ପଂଚାୟତ ରେ ପ୍ରାୟ ୫୦୦୦ ହଜାର ଜନସାଧାରଣ ବସ ବାସ କରୁଛନ୍ତି ସେଠି ଗୋଟେ ସରକାରଙ୍କ ତରଫରୁ ଏକ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବା ପାଇଁ ଅର୍ଥ ଆସିଥିଲା, ଯାହା ଫଳରେ ଯୋଉ ମାନେ ଏହି କାମ କରିବେ ସେମାନେ ବେଗା ଗ୍ରାମ ରେ ହେଲେ ଜନସାଧାରଣ ମାନେ ନିମ୍ନ ମାନର କାମ କରେଇ ଦେବେନି ବୋଲି ଆଗରୁ ଚେତାବନୀ ଦେଇଥିଲେ, ଯାହା ଫଳରେ ଠିକାଦାର ଓ ଏବେ କାର ସରପଞ୍ଚ ରାହୁଲ ରାୟେ ମହାଳିକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଟିକୁ ଅନ୍ୟ ଏକ ଜାଗାକୁ ସ୍ଥାନାସ୍ତର କରିବାକୁ ଯୋଜନା କରିଥିଲେ ଯାହା ଫଳରେ ଜନସାଧାରଣ ମାନେ ଏହି ଘଟଣା କୁ ତ୍ରିବ୍ରନିନ୍ଦା କରିବା ସହ ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି

ଏହି ଅଭିଯୋଗ ଯଦି ପ୍ରଶାସନ ନ ବୁଝେ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତ୍ରିବ୍ରତର ହେବ ବୋଲି ଜନସାଧାରଣ ମାନେ କହିଛନ୍ତି, ଆଉ ଗୋଟେ କଥା ଶୁଣିବକୁ ମିଳୁଛି ଯେ ଏହି କାମ ରେ ଢେଙ୍କାନାଳ ବିଧାୟକ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି ତେବେ ଜନସାଧାରଣ ଙ୍କ ନିବେଦନ କି ବିଧାୟକ ସୁଧୀର କୁମାର ସାମଲ ମହାଶୟ ଏହାର ତଦନ୍ତ କରି ବେଗା ଗ୍ରାମ ବାସି ମାନଙ୍କ ଦୁଃଖ ରେ ସାମିଲୀ ହେଲେ ଭଲ ହେବ ତା ନ ହେଲେ ଆଗାମୀ ନିର୍ବାଚନ ରେ ତାର ଫଳାଫଳ ଆପଣଂକୁ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଲେ ପଞ୍ଚାୟତ ର ନାଏବ ସରପଞ୍ଚ ଓ ବେଗା ଗ୍ରାମବାସୀ ।