ପାଣି ସୁବିଧା ନପାଇ କାଦୁଅ ପାଣିରେ ଦୈନଦିନ ଜୀବନ ବିତାଉଛନ୍ତି ଲୋକ
ବିଷମକଟକ:(ରମାକାନ୍ତ ପଡ଼ାଲ)ନିର୍ବାଚନ ପାଖେଇ ଆସିଲେ ମନେ ପଡୁଛି ବିଭିନ୍ନ ଦଳ ର ନେତା ଦେଉଛନ୍ତି ମିଥ୍ୟା ପ୍ରତିଶୃତି ବିକାଶର ଦ୍ୱାହି ଦେଇ ଭୋଟ ମାଗୁଥିବା ନେତାଗଣ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ସରକାରୀ ଯୋଜନାର ସଫଳ ରୂପାୟନ କଥା କହୁଥିବା ସରକାର ଥରେ…
ହରଭଙ୍ଗା : ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକ ସଂଘ ର ଗଣଧାରଣା
ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ତଥା ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ ରେ ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଚତୁର୍ଥ ଦିନରେ ଗଣଧାରଣା…
ହରଭଙ୍ଗା ରେ ଜିଲ୍ଲାପାଳ ଙ୍କ ଜନଅଭିଯୋଗ ଯୁଗ୍ମ ଶୁଣାଣି
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇ ଯାଇଛି ଅଭିଯୋଗ ଶିବିର ରେ ଜିଲ୍ଲାପାଲ ନୃସିଂହ ଚରଣ ସ୍ବାଇଁ…
କୁସାସୀଙ୍ଗା ବିଜୁ ସେତୁ ସଂଯୋଗ ରାସ୍ତା ଶୋଚନୀୟ
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) (ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ହରଭଙ୍ଗା ଠାରୁ କୁସାସିଙ୍ଗା, କୁ ଯାଇଥିବା ରାସ୍ତା ବା ବିଜୁ ସେତୁ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଦେଖିବକୁ ମିଳୁଛି। ଏହି ରାସ୍ତା ଦେଇ ଦୈନନ୍ଦିନ ଅଞ୍ଚଳର ଜନସାଧାରଣ, ବ୍ୟାଙ୍କ୍,…
ଦୁଇଦିନିଆ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ଦୁଇ ଦିନିଆ ଖେଳ କୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସଭାପତି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ…
” ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରୁଣ୍ଡିମହୁଲ ଶକ୍ତି କେନ୍ଦ୍ର ର ବିଭିନ୍ନ ଗ୍ରାମରେ ବିଶେଷ କାର୍ଯ୍ୟକ୍ରମ'”
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )କଣ୍ଟାମାଳ ମଣ୍ଡଳ ର ରୁଣ୍ଡି ମହୁଲ ଶକ୍ତିକେନ୍ଦ୍ର ର ତିନିଗୋଟି ଗ୍ରାମ ସୁଲିଆ, ନୁଆପ।ଳି ଓ ରୁଣ୍ଡୀ ମହୁଲ ଗ୍ରାମ ମାନଙ୍କରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ କରାଯାଇ ଗ୍ରାମ ଦେବୀ…
ଟିଟିଲାଗଡ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା।
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଟିଟିଲାଗଡ ପକ୍ଷରୁ ତିନୋଟି ଦାବି ନେଇ ଗଣଧାରଣା ଦିଆଯାଇଛି।ତିନୋଟି ଦାବି…
ରାସ୍ତା ର ଉଭୟ ପାଶ୍ୱର୍ରେ ପିଚୁ କାମ ଉପରେ କ୍ରସର ଗୁଣ୍ଡ
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ହୋଇ ରାଜ୍ୟ ସରକାର ଲୋକ ଙ୍କ ଯାତାୟାତ ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଠିକାଦାର ଓ ଯନ୍ତ୍ରି ନିର୍ବାହୀ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା…
୧୫ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ଗଣଧାରଣା,ସମର୍ଥନରେ ବସିଲେ ସ୍ଵୟଂ ସହାୟକ ଗୋଷ୍ଠୀ
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)”ଜିଲ୍ଲା ନାହିଁ ତ ଭୋଟ ନାହିଁ” ସ୍ଲୋଗାନ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୧୫ ତମ ଦିବସରେ ଗର୍ଜିଲେ ମାଆ ମାନେ।ଆଜି ଧର୍ମଗଡ,କୋକସରା ଓ ଜୟ ପାଟଣା ଅଞ୍ଚଳର ସ୍ଵୟଂ ସହାୟକ ଗୋଷ୍ଠୀ…