ଓମ ଭ୍ୟାଲି ସ୍କୁଲ ଛାତ୍ର ଛାତ୍ରୀଙ୍କ ଶୈକ୍ଷୀକ୍ୟ କ୍ଷେତ୍ର ପରିଭ୍ରମଣ
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସହରର ପ୍ରତିଷ୍ଠିତ ଇଂରାଜି ବିଦ୍ୟାଳୟ ଭିତରେ ଓମ ଭ୍ୟାଲି ସ୍କୁଲ ଅନ୍ୟତମ। ଏହି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସଦାବେଳେ ନୂତନ ଶିକ୍ଷା ପଦ୍ଧତିରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ତୃତୀୟ, ଚତୁର୍ଥ…