ଚାଓମିଜ ମାଗିବାରୁ ନାବାଳକଙ୍କୁ ପିଟି ହତ୍ୟା ଘଟଣା ;- ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ ଗିରଫ
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଗତ ୯ ତାରିଖରେ ଚାଓମିନ ମାଗିବାରୁ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା ଅଭିଯୋଗରେ ଯାଜପୁର ସଦର ପୁଲିସ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା…