ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’ ଅନ୍ତର୍ଗତ ବାଲ୍ୟ ବିବାହ ନିରାକରଣ’ ସଚେତନତା କାର୍ଯ୍ୟକ୍ରମ
ଧର୍ମଗଡ଼ :୯/୧୨(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟ ମିକ ବିଦ୍ୟାଳୟ, ଧର୍ମଗଡ଼ ଆନୁକୂଲ୍ୟରେ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସମାଜିକ କାର୍ଯ୍ୟକ୍ରମ ପରିପେକ୍ଷି ରେ ‘ବାଲ୍ୟ ବିବାହ ନିରାକରଣ ‘ ଉପରେ ଏକ ସଚେତନ କାର୍ଯ୍ୟକ୍ରମ ୯/୧୨/୨୩ ଦିନ…