ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ମାନିତ।କେସିଙ୍ଗା ର ରାଜ ମିଶ୍ର କନିଷ୍ଠ ବୈଜ୍ଞାନିକ ଇସ୍ରୋ ଯିବା ପାଇଁ ଚୟନ

କେସିଙ୍ଗା:( ପ୍ରୀତେଶ ପଟେଲ)କେସିଙ୍ଗା ଶିଶୁ ବିଦ୍ୟାମନ୍ଦିର ର ନବମ ଶ୍ରେଣୀ ଛାତ୍ର ଓଁ ରାଜ୍ ମିଶ୍ର ଗତକାଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରୀୟମ ରେ ଅନୁଷ୍ଠିତ ଯୁବ ମହାକାଶ ଯାତ୍ରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଚୟନ ହୋଇ ଇସ୍ରୋ ମୁଖ୍ୟ…

କଳାହାଣ୍ଡିରେ ମାଓ ପୋଷ୍ଟର

ଭବାନୀପାଟଣା :୧୫/୧୨(ନରେନ୍ଦ୍ର ନେଗୀ)ରାଜ୍ୟ ପୋଲିସ ମହା ନିର୍ଦେଶକ ସୁନୀଲ ବଂଶଲ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିଥିବା ବେଳେ ମାଓବାଦୀ ମାନେ ପୋଷ୍ଟର ମାଧ୍ୟମରେ ଖୋଲା ଚାଲେଞ୍ଜ କରିଛନ୍ତି l କଳାହାଣ୍ଡି ରାୟଗଡା ସୀମାନ୍ତରେ ମାଣ୍ଡି ବିଶି ଓ ଥୁଆମୂଳ ରାମପୁର…

ଚତୁର୍ଥ ଦିନରେ ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଟିଟିଲାଗଡରେ ଧର୍ମଘଟ ଜାରି

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆ ଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ବଲାଙ୍ଗିର ମଣ୍ଡଳ ଟିଟିଲାଗଡ ମୁଖ୍ୟ ଡାକଘର ଶାଖା ଅଧିନରେ ଥିବା ୨୧ ଟି ଗ୍ରାମୀଣ ଡାକ ସେବକ…

ଲାଗିଲା ମାଓ ପୋଷ୍ଟର,କାଶୀପୁର ଅଞ୍ଚଳରେ ସ୍ଥିତି ଜାହିର କଲା ଲାଲବାହିନୀ

କାଶୀପୁର;(  ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତରେ ପ୍ରଥମ କରି ଲାଗିଛି ଲାଲବାହିନୀ ମାଓ ପୋଷ୍ଟର।ଏହି ଭଳି ଭାବେ କାଶୀପୁରସ୍ତିତ ନକଟି ଗୁଡ଼ି ମନ୍ଦିର, ମାଣ୍ଡିବିଶି GP ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ, ଶୁଙ୍ଗେର, ସିନ୍ଧୁର ଘାଟି…

ସଂସଦରେ ଓଡିଶାରେ ଶିଶୁ ସୁରକ୍ଷା ୟୁନିଟ୍ ସମ୍ପର୍କରେ ବିଜେଡ଼ି ସାଂସଦଙ୍କ ପ୍ରଶ୍ନ

ନୂଆଦିଲ୍ଲୀ / ଭୁବନେଶ୍ୱର: ୧୩/୧୨(ନରେନ୍ଦ୍ର ନେଗୀ)ସଂସଦର ଶୀତକାଳୀନ ଅଧିବେଶନରେ ସାଂସଦ ଶ୍ରୀ ନିରଞ୍ଜନ ବିଶି, ଭାରତ ସରକାର ଙ୍କ ମହିଳା ଓ ଶିଶୁ ମନ୍ତ୍ରଣାଳୟକୁ ଏକ ଅଣତାରକା ପ୍ରଶ୍ନ ଦ୍ୱାରା ଶିଶୁ ସୁରକ୍ଷା ୟୁନିଟ୍ (ସିପିୟୁ)ଗୁଡିକ ର କାର୍ଯ୍ୟକାରିତା ପାଇଁ ମିଶନ…

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ ଶିବିର

୬୬୦ ଜଣ ହିତାଧିକାରୀ ଙ୍କୁ ୨ କୋଟି ୯୯ ଲକ୍ଷ ରୁ ଉର୍ଦ୍ଧ ରାଶି ବଣ୍ଟନ ହରଭଙ୍ଗା :୧୩/୧୨ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୂର ସ୍ଥାୟୀ ନର୍ସରୀ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ଜିଲ୍ଲାର…

ପରିତ୍ୟକ୍ତ ନଳକୂଅରୁ ନବଜାତ ଉଦ୍ଧାର,ଉଦ୍ଧାରକାରୀ ଟିମ୍‌କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର/ଭୁବନେଶ୍ବର  :ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ମଙ୍ଗଳବାର ରାତିରେ ନବଜାତ ଶିଶୁକନ୍ୟାକୁ ପରିତ୍ୟକ୍ତ ନଳକୂପ ଭିତରୁ ସୁରକ୍ଷିତ ଭାବେ ନବଜାତକ ଉଦ୍ଧାର ହୋଇଛି ଏବଂ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଉଦ୍ଧାରକାରୀ ଦଳ ଜୀବିତ…

ଦୀର୍ଘ ମାସ ଅନ୍ଧକାର ପରେ ମୈତ୍ରୀ କମ୍ପାନୀର ସହଯୋଗରେ ଆଲୋକିତ ହେଲା ବିର ଵାଫଳା ଗ୍ରାମ

କାଶୀପୁର: ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ବିରଵାଫଲା ଗ୍ରାମରେ ୬ ମାସ ରୁ ଉର୍ଦ୍ଧ୍ବ ହେବ ୩୩ ପରିବାର ବିଦ୍ୟୁତ ବିଛିନ୍ନ ହେଇଯିବା ଫଳରେ ବିପଦ ପୁର୍ଣଜୀବନ କାଟୁଥିଲେ । ଖବର ପାଇ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ବ୍ଲକ ସମ୍ମୁଖରେ ଗଣ ଧାରଣା

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗରୀବ ପରିବାରଙ୍କ କିପରି ମୁଣ୍ଡ ଉପରେ ପକ୍କା ଘର ହୋଇ ପାରିବ ସେ ଯୋଜନା ନେଇ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର…

‘ନୁଆଁ-ଓ’ ସମ୍ମନ୍ୱିତ ଯୁବ ଉତ୍ସବ ଉଦଯାପିତ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କର ନୁଆଁ-ଓ ଯୋଜନା ଅନ୍ତର୍ଗତ ସମ୍ମନିତ ଯୁବ ବିକାଶ ନୁଆଁ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ସୋମବାର…