ଭୈରବୀ ମହୋତ୍ସବ ର ପଞ୍ଚମ ସନ୍ଧ୍ୟାରେ ନାଚିଲେ ହରଭଙ୍ଗା ବିଡିଓ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ପୁରୁଣା କଟକ ଠାରେ ଚାଲିଥିବା ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ର ପଞ୍ଚମ ସନ୍ଧ୍ୟାରେ ମୁଖ ଅତିଥି ଭାବେ ରାଜ୍ୟ ସରକାର ଙ୍କର ଖଣି ମନ୍ତ୍ରୀ ମାନ୍ୟବର ପ୍ରଫୁଲ୍ଲ ମଲିକ ଯୋଗ…

ବି ଜେ ଡି ବିରୁଦ୍ଧ ରେ ବି ଜେ ପିର ଜନ ଆକ୍ରୋଶ ଆନ୍ଦୋଳନ

କଳାହାଣ୍ଡି: (ନରେନ୍ଦ୍ର ନେଗୀ)ସାଂପ୍ରତିକ ଓଡ଼ିଶା ସରକାର ଦୁର୍ନୀତି ର ଚରମ ସୀମା ରେ ରହି ଓଡ଼ିଶା ବାସୀଙ୍କୁ ବିକାଶ ର ନୂତନ ସୂର୍ଯ୍ୟାଲୋକ ଦେଖାଇ ଆଭ୍ୟନ୍ତରୀଣ ଲୁଟ କରି ଚାଲିଥିବା ଅଭିଜୋଗ ଆଣି ବି ଜେ ପି ସମଗ୍ର ଓଡ଼ିଶା ରେ…

ନିମ୍ନମାନର ପିଚୁକାମ ଅଭିଯୋଗ,ଦୁଇ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଅଧିକ୍ଷଣ ଯନ୍ତ୍ରୀ

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ସରକାର କୋଟି କୋଟି ଟଙ୍କା ବ୍ୟୟରେ ସବୁଆଡେ ରାସ୍ତା ନିର୍ମାଣ କରୁଛନ୍ତି ଯାହାକି ଲୋକଙ୍କ ଗମନାଗମନ ରେ ସହାୟକ ହେବ। ଏହା ସହିତ ପୁରୁଣା ରାସ୍ତା ମରାମତି ପାଇଁ ମଧ୍ଯ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ…

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ

ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ l ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ଏହି ରଥ ବାହାରିଛି l ସୋନପୁର ବ୍ଲକ ଛକ ଠାରେ ତୁଳସୀ ରଥ…

ଦାଦନ ସର୍ଦ୍ଧାର ମାଡ଼ ରେ ଲହୁ ଲୁହାଣ ଶ୍ରମିକ

ଥାନା ରେ ଲିଖିତ ଅଭିଯୋଗ ପରେ ଦୁଇ ଦଲାଲ ଅଟକ..ମୁଖ୍ୟ ଅଭିଯୁକ୍ତ ଫେରାର  ବଲାଙ୍ଗୀର ବ୍ୟୁରୋ:୨୦/୧୧:(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ରେ ପୁଣି ଦାଦନ ନିର୍ଯାତନା ଘଟଣା ସାମ୍ନା କୁ ଆସିଛି |ଦାଦନ ସର୍ଦାର ମାଡ଼ ରେ ଜଣେ ଦାଦନ ଶ୍ରମିକ ଲହୁ…

ଟିଟିଲାଗଡରୁ ବଲାଙ୍ଗୀର ଯିବା ମୁଖ୍ୟ ରାସ୍ତାର ବାଞ୍ଜିଝାଲ ଓ ଶିକେର ଗ୍ରାମ ରାସ୍ତା ପିଚୁ କାମ ନିମ୍ନ ମାନର ଅଭିଯୋଗ କଲେ ଗ୍ରାମବାସୀ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ସରକାରଙ୍କ ଦ୍ବାରା ଲୋକଙ୍କ ଗମନାଗମନ ପାଇଁ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ଠିକା ପାଇବା ପାଇଁ ଠିକାଦାର ମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ସହ କମ ଟଙ୍କାରେ ଟେଣ୍ଡର ପାଇ ନିଜର…

ବରିଆଲି ରେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ,ମୋ ଜଙ୍ଗଲ ଜମି ଯୋଜନାରେ କେବଳ ଆଦିବାସୀ ମାନଙ୍କୁ ପଟ୍ଟା ଦେବାକୁ ଦାବୀ

ବଲାଙ୍ଗୀର ବ୍ୟୁରୋ: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ର ଢୋଲମlନ୍ଦଳ ପଞ୍ଚାୟତ ବରିଆଲି ଗାଁ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଆହ୍ୱାନ କ୍ରମେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବରିଆଲି ଗାଁ ରେ…

ଭବାନୀପାଟଣାରେ ବିଜେପିର ବ୍ଲକ ଓ ମୁନିସିପାଲିଟି ଘେରାଓ

କଳାହାଣ୍ଡି :(ନରେନ୍ଦ୍ର ନେଗୀ)ରାଜ୍ୟ ସରକାରଙ୍କ ଦୁର୍ନୀତିଓ ଭ୍ରଷ୍ଟାଚାର ବିରୁଦ୍ଧରେ ସୋମବାର ବିଜେପି ପକ୍ଷରୁ ଭବାନୀପାଟଣା ବ୍ଲକ ଓ ମୁନିସିପାଲଟି ଘେରାଓ କରାଯାଇଥିଲା l ଜିଲ୍ଲା ସଭାପତି ଆର୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ଘେରାଓ କରାଯାଇଥିଲା l ରାଜ୍ୟ ସରକାରଙ୍କ ୨୩ ବର୍ଷ…

ଧାନ ମଣ୍ଡି ଶୀଘ୍ର ଚାଲୁ କରିବାକୁ କଂଗ୍ରେସ ଦଳ ତରଫରୁ ଦାବିପତ୍ର ପ୍ରଦାନ

ଧର୍ମଗଡ଼:( ର ହେମନ୍ତ କୁମାର ମାଝୀ)ଅତିଶୀଘ୍ର ମଣ୍ଡି ଜରିଆରେ ଚାଷୀ ମାନଙ୍କ ଠାରୁ ଧାନ କିଣିବା କୁ ଆଜି କଂଗ୍ରେସ ଦଳ ତରଫରୁ ଉପ ଜିଲ୍ଲାପାଳ ଧର୍ମଗଡ଼ କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି. ବିଶେଷ କରି ଅଣ ଜଳସେଚିତ ଅଂଚଳ…

ଶୋକାକୁଳ ପରିବେଶ ରେ ପଞ୍ଚ ଭୂତରେ ବିଲୀନ ହେଲେ ସହିଦ ଈଶ୍ୱର ଦୋରା ଙ୍କ ପାର୍ଥିବ ଶରୀର

କେସିଙ୍ଗା:୧୯/୧୧(ପ୍ରିତେଶ ପଟେଲ୍)ଝୁରୁଛି ମା ଝୁରୁଛି ଗାଁ ଝୁରେ ସାରା ସହର ।ସହିଦ ଈଶ୍ୱର ଦୋରା ଅମର ରହେ ରେ ଫାଟି ପଡୁଥିଲା ରାଜ ରାସ୍ତା ।ହଜାର ହଜାର ସଂଖ୍ୟାରେ ଲୋକେ ସହିଦ ଙ୍କ ଶେଷ ଦର୍ଶନ ପାଇଁ ଜଗି ରହିଥିଲେ ।ଏହି…