“ଯାଦବ ଭବନ”ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସଵ

ନବରଙ୍ଗପୁର:୧ ୩/୧୧(ବେଣୁ ଗୋପାଳ ରାଓ)ସନିବାର ପୂର୍ବାହ୍ନ ୧୧ଘ: ସମୟରେ କୋରାପୁଟ ଜିଲ୍ଲାର ବରି ଗୁମ୍ମା ବ୍ଲକର କାମରାଠା୍ରେ ,ଉତ୍କଳ ଯାଦବ ମହାସଭା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମଦନମୋହନ ନାୟକଙ୍କ ସଭାପତିତ୍ ରେ “ଯାଦବ ଭବନ”ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସଵ କରାଯାଇଥିଲା ଏଥିରେ…

ଟିଟିଲାଗଡରେ ଧୁମ ଧାମରେ ପାଳିତ ହେଲା ଆଲୋକର ପର୍ବ ଦୀପାବଳି

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଟିଟିଲାଗଡ ସହର। ସହରର ୧୫ ଗୋଟି ୱାର୍ଡ଼ରେ ଦୀପାବଳୀ ଅବସରରେ ଘର ବାହାରେ ଅତି ସୁନ୍ଦର ଭାବରେ ମୁରୁଜ ସାହାଯ୍ୟରେ ରଙ୍ଗୋଲି ପକା ଯାଇଥିଲା, ସେଥିରେ ହେପି ଦିୱାଲି, ପ୍ରଭୁ…

ସୁରଭି ସୃଜନାତ୍ମକ ଲିଖନ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା H,H,S ଛାତ୍ରୀ

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ସୁରଭି ସୃଜନାତ୍ମକ ଲିଖନ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା H,H,S ଛାତ୍ରୀ ଅନୁପମା ମାଝୀ ଏଵଂ ଵଗାଡ ଉପ ପ୍ରାମେରୀ ବିଦ୍ୟାଳୟ ଛାତ୍ରୀ ତପସ୍ଵିନୀ ନାଏକ । ଧର୍ମଗଡ଼ ତା ୧୨/୧୧/୨୩ ରାଜ୍ୟ ସରକାର…

ମା ଦକ୍ଷିଣ କାଳୀଙ୍କ ମନ୍ଦିରରେ କାଳି ପୂଜା ପାଳିତ

ଢେଙ୍କାନାଳ :ଦକ୍ଷିଣ କାଳି ରୋଡ ସ୍ଥିତ ମା ଦକ୍ଷିଣ କାଳି ଙ୍କ ମନ୍ଦିର ରେ କାଳି ପୂଜା ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମା ଙ୍କୁ ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲ ହାର ରେ ମା ଙ୍କୁ…

ଭୂଷଣ ଷ୍ଟିଲ ପ୍ଲାଣ୍ଟ କାମ ସାରି ଫେରୁଥିବା ସମୟରେ ସ୍ତ୍ରୀ ନିଖୋଜ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମର ଗିରିଶ ନାଏକ ଙ୍କ ସ୍ତ୍ରୀ ସୁନୀତା ନାଏକ ବୟସ ୩୦ବର୍ଷ ଟାଟା ଷ୍ଟିଲ ମେରାମୁଣ୍ଡୁଳୀ ଅଧିନସ୍ଥ ଏକ ଠିକା ସଂସ୍ଥା ରେ ଅଣ କୁଶଳୀ ଶ୍ରମିକ ଭାବେ କାମକରନ୍ତି । ପ୍ରତିଦିନ ସକାଳ ୮ ରୁ…

ଗର୍ଜିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ହଜାର ହଜାର ଜମାକାରୀଙ୍କ ଏକ ଗଣ ସତ୍ୟାଗ୍ରହ ଆନ୍ଦୋଳନ କରି ଗର୍ଜନ କରିଛନ୍ତି l ସମସ୍ତ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ, ଛୋଟ ଓ ବଡ଼ ସମସ୍ତ…

କାଶୀପୁର ଠାରେ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କାଶୀପୁର ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ କାଶୀପୁର…

କୁସଙ୍ଗ ବନ୍ୟ ପ୍ରାଣୀ ଅଭୟରଣ୍ୟ ଅଂଚଳରେ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ପାଇଁ ପରିଦର୍ଶନ କଲେ ମନ୍ତ୍ରୀ

ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ର ବଣ୍ୟ ପ୍ରାଣୀ ଅଭୟା ରଣ୍ୟ ର ଅତଲସରା ମହାନଦୀ କୂଳରେ ଥିବା 5ଏକର ବିଶିଷ୍ଟ ଜାଗାରେ ଏକ ପର୍ଯ୍ୟଟନ ସ୍ଥଳ ହେବ ସେଥିରେ ଉଚ୍ଚ ତର…

ଦଶରଥପୁର କଂଗ୍ରେସ ପକ୍ଷରୁ ଲୁଲୁ ମହାପାତ୍ରଙ୍କ ସପ୍ତମ ଶ୍ରଦ୍ଧାଞ୍ଝଳି ସଭା

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଦଶରଥପୁର କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି । ଦଶରଥପୁର ବ୍ଲକ କଂଗ୍ରେସ ସଭାପତି ଶ୍ୟାସୁନ୍ଦର…

ନଭେମ୍ବର ୧୦ରୁ ଇନ୍ଦ୍ରାବତୀ ରୁ ଖରିଫ ଜଳ ସେଚନ ବନ୍ଦ ରହିବ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ର ଖରିଫ ଜଳ ସେଚନ ସମୟ ସୀମା ପୂର୍ଣ୍ଣାଙ୍ଗ ହେବାକୁ ଯାଉଥିବା ବେଳେ ଆସନ୍ତା ନଭେମ୍ବର ୧୦ତାରିଖ ରୁ ଖରିଫ ଜଳ ସେଚନ ବନ୍ଦ ହୋଇଯିବ ବୋଲି ବୁଧବାର ଦିନ ବିଭିନ୍ନ ଗ୍ରାମରେ ବିଭାଗ…