ସୁରେନ୍ଦ୍ରସାଏ ଦିବ୍ୟ ଦୃଷ୍ଟି ଯୋଜନା

ବୌଦ୍ଧ(ଚିତ୍ତରଞ୍ଜନ ସିଂହ)ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ବାଣିଭୂଷଣପୁର, ଆଡ଼େନିଗଡ଼, ଓ ତଳଗାଁ କ୍ଲଷ୍ଟର ଅଧୀନ ୨୨  ଗୋଟି…

ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?

କାଶୀପୁର ( ଅଞ୍ଜନ କୁମାର ନାଏକ)କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ସଦର ମହକୁମା ରେ ଜାନୁଆରୀ ୨୪ ତାରିଖରେ ଏକ ଅଭାବନୀୟ ପରିସ୍ଥିତିରେ ଜଣେ ବିବାହିତ ବେଙ୍ଗଲୀ ମହିଳା ନାମ ଟୁଲୀ ଗୋଲଧର ସ୍ୱାମୀ ଅସୀନ୍ତ ଗୋଲଧର ବୟସ ୩୨ ସେ…

ମରିବୁ ପଛେ କରିବୁ ! ଉତ୍କଳ କମ୍ପାନୀ ବିରୋଧ ରେ ଗ୍ରାମବାସୀ ପୂଣି ଅବରୋଧ କରିବେ ଇଣ୍ଟେକ !!!

କାଶୀପୁର( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ, SDPO, ତହସିଲଦାର, ଚାରି ଥାନା ର IIC ଏବଂ କମ୍ପାନୀ କତୃପକ୍ଷଙ୍କ ଉପସ୍ଥିତ ରେ ହେଉଛି ବୈଠକ କିନ୍ତୁ ଗ୍ରାମବାସୀ ଙ୍କୁ ମିଳୁନି…

ତିଲେଶ୍ୱର ହାଇସ୍କୁଲ ର ବାର୍ଷିକ ଉତ୍ସବ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲାଲ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ, ତିଲେଶ୍ୱର ଠାରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବାର୍ଷିକ ଉତ୍ସବ ସାଧାରଣ ସଭାରେ ନିମନ୍ତ୍ରିତ ଅତିଥି…

ବକେୟା ଅର୍ଥ ନମିଳିବାରୁ. ପୁରୁଣାକଟକ ପଞ୍ଚାୟତ ରେ ତାଲା

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରତନପୁର ପ୍ରାଥମିକ ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ହୋଇଥିବା କାର୍ଯ୍ୟବାବଦ କୁ ବକେୟା ଅର୍ଥ ମିଳିପାରି ନଥିବାରୁ ପୂର୍ବରୁ ବିଡ଼ିଓ ଠୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଗୁହାରି କରିଥିଲେ…

ଅଷ୍ଟମ ସାଧାରଣ ବୈଠକ,ବ୍ଲକ ରେ ଉନ୍ନୟନ ମୂଳକ ଅର୍ଥ ରାଶି ଅଛି, ବିଭାଗ ସଦୁପଯୋଗ କରୁ :ମୁଖ୍ୟ ସଚେତକ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ସମିତି ସଭାଗୃହ ଠାରେ ଅଷ୍ଟମ ସାଧାରଣ ବୈଠକ ଅଧକ୍ଷା ସ୍ନେହ ଲତା ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସାଧାରଣ ସଭାରେ ମାନ୍ୟବର ସରୋଜ କୁମାର…

ବିନିକା ରେ ରାସ୍ତା ପାଇଁ ରାସ୍ତା ରୋକ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ରାସ୍ତା ପାଇଁ ରାସ୍ତାରୋକ I ମରଣଯନ୍ତା ରାସ୍ତା ପାଇଁ ଆଜି ବିନିକା ବନ୍ଦ I ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ I ବର୍ଷବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ପାପକ୍ଷୟ ଛକରୁ…

ଭୈରବୀ ଉଚ୍ଚ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ବୌଦ୍ଧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଉଚ୍ଚ ମହାବିଦ୍ୟାଳୟ ଠାରେ ରବିବାର ଦିନ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି l ବାର୍ଷିକ ଉତ୍ସବ ଅବସରରେ ସାଧାରଣ ସଭାରେ ମହାବିଦ୍ୟାଳୟ ର ସଭାପତି ଉପଜିଲ୍ଲାପାଳ ପ୍ରବୀଣ ବନୁଆ ଙ୍କ…

ବିଧାୟକ ଓ ଜିଲ୍ଲାପାଳ  ବାଣ୍ଟିଲେ  ଅନ୍ନପ୍ରସାଦ     

ବୌଦ୍ଧ (ଚିତ୍ତରଞ୍ଜନ ସିଂହ)  ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ସହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି l ମନ୍ଦିର ନିର୍ମାଣ କମିଟି ରାଜେନ୍ଦ୍ର…

ଅକ୍ଷୟ ତୃତୀୟା ଦିନ ମା ଭୈରବୀ ଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଇଁ ଆସନ୍ତା ଅକ୍ଷୟ ତୃତୀୟା ଦିନ ଧାର୍ଯ୍ୟ କରାଯାଇଛି ଆଜି ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି…