ଖୁଣ୍ଟିଆପଡ଼ାରେ ରତ୍ନ ପଥର ସନ୍ଧାନ !ରତ୍ନ ପଥର ପାଇଁ ମାଟି ଅଣ୍ଡାଳୁଛନ୍ତି ପିଲାଠୁ ବୁଢ଼ା
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲାରେ ପ୍ରାକୃତିକ ସଂପଦ ଭରି ରହିଛି। (ମଧ୍ୟରୁ ରନ୍ ପଥର ଥର ଅନ୍ୟତମ । ଜିଲ୍ଲାର ବଘିଆପଡ଼ା ପଞ୍ଚାଗତ ଖୁଣ୍ଟିଆପଡ଼ା ଗାଁରେ ରନ୍ ପଥର ମିଳୁଥିବା ନେଇ ସୂଚନା ମିଳିଛି ମିଳିଛି। ଏହା ଜଣାପଡ଼ିବା…