ନବରଙ୍ଗପୁର ପୋଲିସ ପଡିଆ ଠାରେ ଆଜି ପୁଷ ପୁନେଇ ପରବ ୨୦୨୫ ମଂଚ ର ଶୁଭ
ନବରଙ୍ଗପୁର ( ବେଣୁ ଗୋପାଳ ରାଓ)ଆସନ୍ତା ୧୩,୧୪ଓ ୧୫ ଜାନୁଆରୀ ମାସ ରେ ହେବ କାର୍ଯକ୍ରମ,୧୩ରେ ଛେର ଛେରା ଯାତ୍ରା ।ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ନାୟକ, ସ୍ଥାନୀୟ ସଦର ଆଇଆଇସି ଶ୍ରୀ ସମ୍ବିତ ବେହେରା,ରାଜ୍ୟ ଓକିଲ ସଂଘର ଉପ…