ଡଃ ବିସିକେଶନ ବାଗଙ୍କୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା

କାଶୀପୁର :୧୯/୧୨ (ଅଞ୍ଜନ କୁମାର ନାଏକ)କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ରେ ଆଜି ପୂର୍ବତନ ପ୍ରଧାନଶିକ୍ଷକ ଡଃ ବିସିକେଶନ ବାଗ ଙ୍କୁ ଅଞ୍ଚଳବାସୀ ସମେତ ବିଦ୍ୟାଳୟ କର୍ମଚାରୀ ଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

ଚିକିତ୍ସା ଅଭାବରେ କୁନି ଛାତ୍ର ରିତେଶ ସହାୟତା ଅପେକ୍ଷାରେ

କାଶୀପୁର( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତ ସ୍ଥିତ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନରତ ଏକ କୁନି ଛାତ୍ର ର ଦାରୁଣ ଦୃଶ୍ୟ ବର୍ତମାନ ଗ୍ରାମବାସୀଙ୍କୁ ବିଚଳିତ କରିଦେଇଛି।ରିତେଶ ଗଉଡ଼ ୯, ପିତା ପଢ ଗଉଡ଼, ଗ୍ରାମ…

ଆସନ୍ତା ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବ ବୁଢ଼ା ଡଙ୍ଗର ମହୋତ୍ସବ ୨୦୨୪

କେସିଙ୍ଗା ;  (ପ୍ରୀତେଶ ପଟେଲ )ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ ଦାସଙ୍କ ଆମନ୍ତ୍ରଣ କ୍ରମେ ଅଞ୍ଚଳର ସାମ୍ବାଦିକମାନଙ୍କୁ ନେଇ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି। ଏହି ଇସ୍ତାହାର ଅନୁସାରେ ଡିସେମ୍ବର ୨୨…

ଡ଼୍ରାଇଭରର ଆଖି ଲାଖିଯିବାରୁ ଓଲଟିଲା ସ୍ନାକ୍ସ ବୋଝେଇ ଟ୍ରକ୍

ବେଲଗୁଣ୍ଠା :୧୬/୧୨  ଡ଼୍ରାଇଭରର ଆଖି ଲାଖି ଯିବାରୁ ଏକ ସ୍ନାକ୍ସ ବୋଝେଇ ଟ୍ରକ୍ ରାସ୍ତା ପାର୍ଶ୍ଵ ଜମିକୁ ଓଲଟି ପଡିଛି I ସୂଚନା ପ୍ରକାରେ ଏକ ଟ୍ରକ୍ ମହାରାଷ୍ଟ୍ରର ନାଗପୁରରୁ ହଳଦୀରାମ୍ କମ୍ପାନିର ସ୍ନାକ୍ସ ଧରି ରବିବାର ରାତିରେ ବ୍ରହ୍ମପୁର ଅଭିମୁଖେ…

ଭ୍ୟାନ ଉପରେ ଅତର୍କିତ ଚଢ଼ାଉ କରି ଗଞ୍ଜେଇ ଜବତ

ମୁନିଗୁଡ଼ା (ରମାକାନ୍ତ ପଡ଼ାଲ)ଗତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା iic ଶ୍ରୀମତୀ ସୌଦାମିନୀ ବେହେରା ଏକ ଟିମ ଧରି ଚନ୍ଦ୍ରପୁର ବ୍ଲକ ର ଡାଙ୍ଗସୋରଡା ନିକଟରେ ଏକ ଟାଟା ଭ୍ୟାନ ନୋ up 12 B ୬୯୨୨ …

ହାତୀଦାନ୍ତ ମାଫିଆଙ୍କ ଲିଙ୍କରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା

ମୁନିଗୁଡ଼ା (ରମାକାନ୍ତ ପଡ଼ାଲ)ଆଜକୁ ଦୁଇଦିନ ହେଲା ଦୁଇଟି ହାତୀଦାନ୍ତ ସହ ୫  ଜଣ ମାଫିଆ ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ, ଦୁଇଜଣ ମାଫିଆ ମୁନିଗୁଡା ଅଂଚଳ ର ହୋଇଥିବା ବେଳେ, ଅନ୍ୟ ୩  ଜଣ ପଡୋଶୀ କଳାହାଣ୍ଡି ର ବୋଲି…

ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଲାହାଣ୍ଡି ୧୯୮୨ ଗ୍ରେଜୁଏଟ ଗ୍ରୁପର ବାର୍ଷିକ ସମାବେଶ .

ଧର୍ମଗଡ଼ ତା ୧୬/୧୨( ହେମନ୍ତ କୁମାର ମାଝୀ) ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଳାହାଣ୍ଡି( ବର୍ତ୍ତମାନ ରେ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ କଳାହାଣ୍ଡି) ର ୧୯୮୨ ଗ୍ରେଜୁଏଟ ଗ୍ରୁପ ଦ୍ଵାରା ବିଗତ ପାଞ୍ଚ ବର୍ଷ ହେଲା ପ୍ରତିବର୍ଷ କଳାହାଣ୍ଡିଆ ୧୯୮୨ ଗ୍ରେଜୁଏଟ ଗ୍ରୁପ…

ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୪୯ ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ଢେଙ୍କାନାଳ : (ଶୁଭମ ପାଣି )ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୪୯ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡା ଉତ୍ସବ ରେ +୨ ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ୧୦୦…

କାଳହେଲା ବାଘଛାଲ ବେପାର,ଜଣକୁ ବାନ୍ଧିଲା ଏସଟିଏଫ୍ ଟିମ

ହରଭଙ୍ଗା :  (ଚିତ୍ତରଞ୍ଜନ ସିଂହ) : ବୌଦ୍ଧ ବନଖଣ୍ଡ ଅଧିନ ମନମୁଣ୍ଡା ବନାଞ୍ଚଳରୁ ଚିତାବାଘ ଛାଲ ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ ଟିମ । ସୂଚନା ଅନୁଯାୟୀ ଚିତାବାଘ ଛାଲ ଚାଲାଣ ହେବାକୁ…

ଜନ ଆନ୍ଦୋଳନର ଦାନା ବାନ୍ଧୁଛି ଆଦିତ୍ୟ ବିର୍ଲା (ହିଣ୍ଡାଲକୋ ) କାରଖାନା ବିରୁଦ୍ଧରେ

( ଉଦ୍ୟଗପତି ଙ୍କୁ କରଖାନ ପ୍ରତିଷ୍ଠା ପାଇଁ ଶାଗ ମାଛ ଦରରେ ଜମି ଦିଅ ଆଉ ଦାଦନ ଖଟିବା କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କର । ଏ ହେଉଛି ଶିଳ୍ପ ସମୃଦ୍ଧି କାଶୀପୁର ର ବାସ୍ତବ ଚିତ୍ର )…