ପୁରୁଣାକଟକ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ
ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ପୁରୁଣାକଟକ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ” ବିକଶିତ ଭାରତ ସଂକଳ୍ପ ଯାତ୍ରା” ଅନୁଷ୍ଟିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ରେ ସ୍ବାଗତ ପାଇଁ ବହୁ ସଂଖ୍ୟକ ଲୋକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ…