ଆଜି ଠାରୁ ଗଡ଼ିବନି ଘରୋଇ ବସ୍,ଆଜି ଠାରୁ ରାଜ୍ୟବ୍ୟାପୀ ଗଡ଼ିବନି ଘରୋଇ ବସ୍

ଢେଙ୍କାନାଳ:ଆଜି ଠାରୁ ଗଡ଼ିବନି ଘରୋଇ ବସ୍ । ଆଜି ଠାରୁ ରାଜ୍ୟବ୍ୟାପୀ ଗଡ଼ିବନି ଘରୋଇ ବସ୍ । ଢେଙ୍କାନାଳ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଢେଙ୍କାନାଳ ରେ ୧୫୦ ବଡ଼ ଓ ଛୋଟ୍ ବସ୍ ର…

ଦେବୋତ୍ତର ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

ଢେଙ୍କାନାଳ :୧୯ /୧୦ ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତା ରେ ଦେବୋତ୍ତର ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଦେବୋତ୍ତର ବିଭାଗର ଜମି ଜମାର ସୁରକ୍ଷା ନିମନ୍ତେ…

ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ପଞ୍ଚମ ଦିବସ ରେ ସ୍କନ୍ଧମାତା ବେଶ

ଢେଙ୍କାନାଳ: ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ପଞ୍ଚମ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ପୂଜା,ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡ଼ଶ ଉପଚାରରେ ପୂଜା, ଚଣ୍ଡୀ ପାଠ ପୂଜା ଓ ଯଜ୍ଞ,…

ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ପଞ୍ଚମ ଦିବସ ରେ ମହାଚଣ୍ଡୀ ଦେବୀ ବେଶ ପାଳିତ

ଢେଙ୍କାନାଳ: ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ମା’ଙ୍କର ପ୍ରତ୍ୟେକ ଦିନ ବିଭିନ୍ନ ବେଶ । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ମା’ଙ୍କୁ ନବ ରାତ୍ରୀ ର ପଞ୍ଚମ ଦିନରେ…

ମା ମାଣିକେଶ୍ବରୀଙ୍କଠାରେ ମହୁରି ଅର୍ଘ୍ୟ ଲାଗିଲା

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ସାହିତ୍ୟ ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ‘ମହୁରି’ କଳାହାଣ୍ଡିର ଆରାଧ୍ୟ ଦେବୀ ମା ମାଣିକେଶ୍ବରୀଙ୍କଠାରେ ପ୍ରତି ସଂଖ୍ୟା ପରି ମହୁରି ପରିବାର ତରଫରୁ ପାରମ୍ପରିକ ଅର୍ଘ୍ୟ ଲାଗି ହୋଇଛି | ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀ ଶଙ୍କର ନିଆଲ, ସମ୍ପାଦକ ସୁକାନ୍ତ…

ବିକାଶ ଉଇସଡ଼ମ ପାର୍କରେ ଜଳ ବିଶୋଧନ ପ୍ରକଳ୍ପ ଉଦଘାଟିତ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା ବନ୍ଦୋପଲାସ୍ଥିତ ବିକାଶ ଉଇସଡ଼ମ ପାର୍କ ପରିସରରେ ଆଜି ଏକ ଜଳ ବିଶୋଧନ ପ୍ରକଳ୍ପ ( ଜିରୋ ଲିକୁଇଡ ଡିସ୍ଚାର୍ଜ ସ୍ବେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ )ଉଦଘାଟିତ ହୋଇଯାଇଛି l ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର କାର୍ଯ୍ୟକାରୀ ନିର୍ଦେଶକ ଡି.…

ଟିଟିଲାଗଡ ଥାନା ସମ୍ମିଳନୀ କକ୍ଷରେ ଘଣ୍ଟାଶୁଣି ମନ୍ଦିର ପୂଜକ,ସମସ୍ତ ଦୁର୍ଗାପୂଜା କମିଟି କର୍ମକର୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଗୁରୁବାର ସଂଧ୍ୟାରେ ଟିଟିଲାଗଡ ଥାନାଧିକାରୀ ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡର ମାଁ ଘଣ୍ଟାଶୁଣି ମନ୍ଦିରର ପୂଜକ, ନବମୀ ଯାତ୍ରା ପୂଜା କମିଟି, ସମସ୍ତ ଦୁର୍ଗା ପୂଜା କମିଟିର ସଭାପତି ସଂପାଦକ , ରାବଣ ପୋଡି କମିଟିର…

ଟିଟିଲାଗଡ ଠାରେ ସ୍ଵତନ୍ତ ସଂକ୍ଷିପ୍ତ ସଂଶୋଧିତ ଭୋଟର-୨୦୨୪ କାର୍ଯ୍ୟକ୍ରମ ନିମନ୍ତେ ପଥ ଉତ୍ସବ ଓ walkathon (ଚାଲିବା) ଆୟୋଜନର ପ୍ରାକ୍ ପ୍ରସ୍ତୁତି ବୈଠକ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ସ୍ଵତନ୍ତ ଭାବେ ସଂକ୍ଷିପ୍ତ ସଂଶୋଧିତ ଭୋଟର-୨୦୨୪ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତାତା୨୮ତାରିଖରେ ଟିଟିଲାଗଡ ଠାରେ ପଥ ଉତ୍ସବ ଓ walkathon (ଚାଲିବା) ଆୟୋଜନ ସମ୍ପର୍କିତ ଏକ ବୈଠକ ଶ୍ରୀ ଦୟାମୟ ପାଢୀ, ନିର୍ବାଚନ ଅଧିକାରୀ-ତଥା-ଉପଜିଲ୍ଲାପାଳ, ଟିଟିଲାଗଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…