ଢେଙ୍କାନାଳ ଇନ୍ଦିପୁର୍ ନୂଆ ସାହି ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ
ଢେଙ୍କାନାଳ:ଢେଙ୍କାନାଳ ଇନ୍ଦିପୁର୍ ନୂଆ ସାହି ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ରୁ କଳସ ଯାତ୍ରା କରାଯାଇଥିଲା । ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା ମହାଲକ୍ଷ୍ମୀ ମୁନୟ ମୂର୍ତ୍ତିଙ୍କୁ ଚକ୍ଷୁ ଦାନ ପାରେ…