ସାଂସ୍କୃତିକ ମଞ୍ଚରେ ଭଜନ ଗାଇ ମନ କିଣିଲେ ପୂର୍ବତନ ମନ୍ତ୍ରୀ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ମାରିପାରେ ସେହି, ତାରିପାରେ ସେହି , ଭାଙ୍ଗିପାରେ ସେହି , ଗଢିପାରେ ସେହି ଅଦୃଶ୍ୟ ହାତ,ଜଗନ୍ନାଥ ସେ ମୋ ଜଗନ୍ନାଥ……..ଭଳି ହୃଦୟସ୍ପର୍ଶୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତିଭାବପୂର୍ଣ ଭଜନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ସ୍ୱସ୍ତିକ କ୍ଲବ…

ଜାତୀୟ ସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ଓମଭେଲି ବିଦ୍ୟାଳୟର ବାଳିକା ଦଳର ପଞ୍ଜାବ ଯାତ୍ରା

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)ଶିକ୍ଷା ,ସଂସ୍କୃତି କ୍ରୀଡା ଏବଂ ସମ୍ଭାବନାର ସଙ୍ଗମ ସ୍ଥଳ ଓମଭେଲି ବିଦ୍ୟାଳୟ । ଶିକ୍ଷାର୍ଥୀ ଜୀବନର ଅଫୁରନ୍ତ ଉତ୍ସାହର ବାସ୍ତବ ରୂପାୟନ କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ । କ୍ରୀଡାର ଉତ୍ତମ ଭିତ୍ତିଭୂମି ସହିତ ଓମଭେଲି ବିଦ୍ୟାଳୟ…

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା

‘ସୁରଭି’ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶର ଉତ୍ତମ ମାଧ୍ୟମ କଳାହାଣ୍ଡି: ୪।୧୧ (ନରେନ୍ଦ୍ର ନେଗୀ) ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ତଥା ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ…

କୁସକେଲା ପଞ୍ଚାୟତରେ ବ୍ଲକ ସ୍ତରୀୟ ଗଣ୍ଡା ସମାଜର ବୈଠକ ଅନୁଷ୍ଠିତ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁସ କେଲା ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଗଣ୍ଡା ସମାଜର ସରପଞ୍ଚ ଶ୍ରୀମତି ପୁଷ୍ପା ମହାନନ୍ଦ ଓ ସମାଜସେବୀ ପ୍ରକାଶ ମହାନନ୍ଦଙ୍କ ସହଯୋଗ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ…

ବସୁଧା ପଣିପମ୍ପ ଚାଳକ ଙ୍କୁ ମିଳିନି ୯ ମାସର ଦରମା,ମିଳୁନି ଗ୍ରାମବାସୀଙ୍କୁ ବସୁଧା ପାଣି

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ସାଧାରଣରେ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର “ବସୁଧା”ଯୋଜନାରେ କୋଟି କୋଟି ଅର୍ଥ ଖର୍ଚ୍ଚ କରି ପାନୀୟ ଜଳ କୁ ଘରେ ଘରେ ଯୋଗାଇବାର ବ୍ୟବସ୍ଥା କରିଛନ୍ତି!କିନ୍ତୁ ବହୁ ସ୍ଥାନରେ ଏହି ବସୁଧା ଯୋଜନା…

କଣ୍ଢେଇ ନାଚ ମାନେ ପକାଉଛି ୬୦ ଦଶକର ଚିତ୍ର

ଢେଙ୍କାନାଳ :ଓଡିଶା ର ଯେ କୋଣସି ସ୍ଥାନରେ ଅପେରା ପଡ଼ିଲେ ଦେଖିବାକୁ ଯାଇଥାଆନ୍ତି। ଲକ୍ଷ୍ମୀ ପୂଜା ସମୟରେ ଦର୍ଶକ ମାନଙ୍କର ରାତିରେ ମନୋରଞ୍ଜନ ଆଖିରେ ରଖି ସେ ୧୯୫୬-୧୯୫୭ ମସିହାରେ ପ୍ରଥମେ ଅପେରା ଦଳ ଡକାଇ ନିଜ ବଜାର ଲକ୍ଷ୍ମୀ ବଜାର…

ସିଧ୍ୟୀସୃଷ୍ଟି ସହ କଳିଙ୍ଗ ହସପିଟାଲର ଚୁକ୍ତି

ଢେଙ୍କାନାଳ:ଢେଙ୍କାନାଳ ସହର ସ୍ଥିତ ସିଧ୍ୟୀସୃଷ୍ଟି ଡାଇଗ୍ରୋନିସ୍ ଓ ଭୁବନେଶ୍ୱରର କଳିଙ୍ଗ ହସପିଟାଲର ମିଳିତ ସହଯୋଗ ରେ ସାଧାରଣ ଲୋକ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏକ ଚୁକ୍ତି ଅଭିନନ୍ଦନ ଗାଡେନ୍ ଠାରେ ହୋଇଯାଇଅଛି। ଏଥିରେ କଳିଙ୍ଗ ହସପିଟାଲର…