କଳାହାଣ୍ଡି ପ୍ରତିଷ୍ଠା ଦିବସ ଉପଲକ୍ଷେ କଳାହାଣ୍ଡି ମାନଚିତ୍ର ଅଙ୍କନ ପ୍ରତିଯୋଗିତା
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ କଳାହାଣ୍ଡି ପ୍ରତିଷ୍ଠା ଦିବସ ଉପଲକ୍ଷେ କଳାହାଣ୍ଡି ମାନଚିତ୍ର ଅଙ୍କନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ମା, ମାଟି ମାତୃଭୂମି ସ୍ୱର୍ଗ ଠାରୁ ବଡ଼…
ଶ୍ରଦ୍ଧା ଓ ଭକ୍ତି ର ସହ ପାଳିତ ହେଲା ଗଜ ଲକ୍ଷ୍ମୀ ପୂଜା
କଳାହାଣ୍ଡି:( ରୁ ନରେନ୍ଦ୍ର ନେଗୀ)ଜୟପାଟଣା ସହର ଅନ୍ତର୍ଗତ ମହାବୀର ପଡ଼ା ଠାରେ ମାଆ ଗଜ ଲକ୍ଷ୍ମୀ ଙ୍କ ତ୍ରି ଦିନାତ୍ମକ ପୂଜା ଶ୍ରଦ୍ଧାଳୁ ଙ୍କ ଶ୍ରଦ୍ଧା ଭକ୍ତି ଓ ପ୍ରବଳ ସମାଗମ ମଧ୍ୟରେ ସଂପନ୍ନ ହୋଇ ଯାଇଛି|ମାଙ୍କ ପୂଜା ଷଷ୍ଠ ବର୍ଷରେ…
ମୁରାସୁର ଙ୍କ ପ୍ରଶ୍ନବାଣ ରେ ଘାଇଲା ମନ୍ତ୍ରୀ ପ୍ରଦୀପ ଅମାତ
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ପଲସାଗୋରା ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁରାସରଙ୍କ ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ବୌଦ୍ଧ ଜିଲ୍ଲାର ପଲସାଗୋରା ସ୍ୱସ୍ତିକ କ୍ଳବ ପକ୍ଷରୁ ୨୫ ତମ ଗଜଳଷ୍ମୀ ପୂଜା ଅବସରରେ ବିଶ୍ୱ…
ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ । ନଗଦ ୬ ଲକ୍ଷ ଟଙ୍କା ଓ ପିସ୍ତଲ ସହ ବଘିଆପଡା ଫାଣ୍ଡି ସରକାରୀ କ୍ୱାଟର ପାଖରୁ ଧରିଲା ଭିଜିଲାନ୍ସ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି…
ତଳନଗା ଦମକୁଜଡ୍ୟାମ କୁ ମାଛ ଧରିବାକୁ ଯାଇ ଯୁବକ ପାଣିରେ ବୁଡି ମୃତ
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ତଳଗାଁ ନିକଟସ୍ଥ ଡମ କୁଜ ଡ୍ୟାମ ରେ ଦେଖାଦେଇଛି ଏହି ଅଭାବନୀୟ ଘଟଣା ଯାହାକି ଗତ କାଲି ଅପରାହ୍ନ ପ୍ରାୟ ୩ ଟା ସମୟ ରେ ତଳଗାଁ ଗ୍ରାମର…