ପ୍ରଥମ ଓଡ଼ିଶାର ଶିଶୁ ଦିବସ ପାଳନ
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ଵର, ହାଟଗାଁ, ବଡବନ୍ଧ, ପ୍ରଗଳପୁର, ରାଧା ନଗର , ଖଣ୍ଡହୋତା , ବାହାଲି , ମଥୁରା ଆଦି 8ଟି ଗ୍ରାମରେ ପ୍ରଥମ ଓଡ଼ିଶା ତରଫରୁ ଶିଶୁ ଦିବସ…
ଗଣ୍ଡାପାଜୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁଦିବସ ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା
ବୌଦ୍ଧ( ଚିତ୍ତରଞ୍ଜନ ସିଂହ )ଆଜି ସାରାରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିଶୁଦିବସ ଅନୁଷ୍ଠିତ ହୋଇଯାଇଛି ଯାହାକି ବୌଦ୍ଧ ଜ଼ିଲ୍ଲାର ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ଗଣ୍ଡାପାଜୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ନିଆରା ଢଙ୍ଗରେ ଶିଶୁଦିବସ ପାଳିତ ହୋଇଯାଇଛି l…
୧୮ ନଭେମ୍ବର ରୁ ଆରମ୍ଭ ହେବ କୁଷ୍ଠ ନିରୁପଣ ଅଭିଯାନ
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୮ ନଭେମ୍ବର ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଜିଲା ବ୍ୟାପି କୁଷ୍ଠରୋଗ ଚିହ୍ନଟ…
ଲୁହା ଛଡ଼ ଚୋରି କରି ଜେଲ ଗଲେ ୮ ଜଣ ଯୁବକ ,ଅଭିଯୋଗ ର ୨୪ ଘଣ୍ଟା ଭିତରେ ଚୋରଙ୍କୁ ଧରି କୋର୍ଟ ଚାଲାଣ କଲା କେସିଙ୍ଗା ପୋଲିସ
କେସିଙ୍ଗା : ( ପ୍ରୀତେଶ ପଟେଲ)ଗତ ୧୦ ତାରିଖ ରାତିରେ କେସିଙ୍ଗା ବ୍ଲକ୍ ଡୁମେର ମୁଣ୍ଡା ଠାରେ ଥିବା କେସିଙ୍ଗା ଏନ୍ ଏ ସି ର ଆବର୍ଜନା ଗୃହ ଠାରୁ ଲୁହା ଛଡ ଚୋରି ହୋଇଥିବା ନେଇ ଗତ ୧୧ ତାରିଖ…
ଭାଇ ଭଉଣୀଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ସଂକଟାପନ୍ନ ଭାବେ କିମ୍ସ ରେ ଚିକିତ୍ସା ଧିନ
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) .ପୂର୍ତ୍ତ ବିଭାଗ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଭାଇ ଭଉଣୀ ଅବସ୍ଥା ସଂକଟlପନ୍ନ l ଘରୋଇ ବସ କୁ ଓଭରଟେକ ସମୟରେ ଭାରସାମ୍ୟ ହରାଇ ଘଟିଥିଲା ଦୁର୍ଘଟଣା l ବାଇକ ରୁ ୫୦ ମିଟର…
ରାହାସ ପୂର୍ଣ୍ଣମା ଅବସରରେ କଳସ ଯାତ୍ରା
ହରଭଙ୍ଗା ; (ଚିତ୍ତରଞ୍ଜନ ସିଂହ)ପୁଣ୍ୟ ମାସ କାର୍ତିକ ମାସ l କାର୍ତିକ ମାସ ପୂର୍ଣ୍ଣମା କୁ ରାହାସ ପୂର୍ଣ୍ଣମା ଭାବେ ରାଧା କୃଷ୍ଣ ଯୁଗଳ ମୂର୍ତ୍ତି କୁ ବିଭିନ୍ନ ସ୍ଥାନରେ ପୂଜା କରୁଥିବା ବେଳେ ଶେଷ ସୋମବାର ପଞ୍ଚୁକ ଆରମ୍ଭ ରେ…
ଏକ ଦିବସୀୟ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଖାଦ୍ୟ ମେଳା ଓ ପ୍ରଦର୍ଶନୀ
କାଶୀପୁର ; ୧୦/୧୧(ଅଞ୍ଜନ କୁମାର ନାଏକ)ରିଖ ରାୟଗଡା ବିଜୁ ପଟ୍ଟନାୟକ ଅଡିଟରୀୟମ ଠାରେ ଏକ ଦିବାସୀୟ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା। ଉକ୍ତ ମେଳାରେ ବିଭିନ୍ନ ଷ୍ଟଲ ମଧ୍ୟମରେ…
ଚାଷୀଙ୍କୁ ହଇରାଣ କଲେ ଅଣ୍ଟାରେ ଦଉଡ଼ି ହାତରେ ହାତକଡି ଲାଗିବ
ଧର୍ମଗଡ଼: ୧୦/୧୧(ହେମନ୍ତ କୁମାର ମାଝୀ)ଏଣିକି ଆଉ ମଣ୍ଡିରେ ମିଲର୍ସ ରାଜ ଚଳିବ ନାହିଁ।ଏଫ ଏଫ୍ଏକ୍ଯୁ ଆଳରେ ଚାଷୀଙ୍କୁ ଶୋଷଣ କରାଯିବ ନାହିଁ। ମଣ୍ଡି ଜଗିବ ବିଜେପି। ବିଜେପିର ଜଣେ ଜଣେ କର୍ମକର୍ତ୍ତା ମଣଡିରେ ତା’ର ତଦାରଖ କରିବେ।ଚାଷୀ ଯେମିତି ନ୍ୟାୟ ପାଇବ।…