ଓଡିଶା ରାଜସ୍ଵ ଅମଲା ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଓଡ଼ିଶା ରାଜସ୍ବ ଅମଲା ସଂଘର ୨୦୧୭ ମସିହା ଠାରୁ ବହୁ ପ୍ରତୀକ୍ଷିତ ପୃଥକ ପାହ୍ୟା (Separate Cadre)ଦାବି ଆଜି ରାଜ୍ଯ ସରକାର ପୂରଣ କରିବା ସହିତ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ର ପତ୍ର ସଂଖ୍ୟା ୬୯୮ …

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦିଜୀ ଙ୍କ ଫୋଟ ଚିତ୍ର ନଥିବାରୁ ବିଜେପି କାଉସିଲର ଙ୍କ ମଧ୍ୟ୍ୟରେ ଆସନ୍ତଷ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ପୌରପାଳିକା ପକ୍ଷରୁ ଭେଣ୍ଡିଙ୍ଗ ଜୋନ ଉଦଘାଟନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ବେନେର ରେ ନରେନ୍ଦ୍ର ମୋଦିଜୀ ଙ୍କ ଫୋଟ ଚିତ୍ର ନଥିବାରୁ ବିଜେପି କାଉସିଲର ଙ୍କ ମଧ୍ୟ୍ୟରେ ଆସନ୍ତଷ ନବରଙ୍ଗପୁର…

ନବରଙ୍ଗପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ଉଦଯାପିତ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ରେ ସାତ ଦିନ ଧରି ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ଚାଲୁ ରହିଥିଲା । ଆଜି ସଡ଼କ ସୁରକ୍ଷା ସପ୍ତାହ ର ଶେଷ ଦିବସ ରେ ଜିଲ୍ଲା ଆରକ୍ଷୀ ବିଭାଗ ତରଫରୁ ସଡ଼କ…

ଫାଇଲେରିଆ ନିରାକରଣ ଅଭିଯାନ ବୈଠକ ଅନୁଷ୍ଠିତ

ବଲାଙ୍ଗିର: (ନରେନ୍ଦ୍ର ନେଗୀ)ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଫାଇଲେରିଆ ନିରାକରଣ ଅଭିଯାନ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲାରେ ଚଳିତ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ…

ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା

ବୌଦ୍ଧ:  (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଓରମାସ୍‌ ଓ ବୟନିକାର ମିଳିତ ସହଯୋଗରେ ପ୍ୟାରେଡ ପଡିଆଠାରେ ଅନୁଷ୍ଠିତ ହେଉଥିବା ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା ଶନିବାର ପଞ୍ଚମ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି…

୨୦ ତମ ବାର୍ଷିକ ଉତ୍ସବ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ସମ୍ମିଳନୀ

ହରଭଙ୍ଗା :୬/୦୧ (ଚିତ୍ତ ରଞ୍ଜନ ସିଂ )ଇଂରାଜୀ ନୂତନ ବର୍ଷ ୨୦୨୪ ଅବସରରେ ଗଜାନନ ବିଦ୍ୟାମନ୍ଦିର ,ବିରାମଚନ୍ଦ୍ର ପୁର ଆନୁକୂଲ୍ୟରେ ଆବାହକ ପ୍ରଧାନ ଗୁରୁଜୀ ସୁବୋଧ ମିଶ୍ର ଙ୍କ ଆବାହତ୍ୱରେ ୨୦ ତମ ପ୍ରତିଷ୍ଠା ଦିବସ ଓ ପୁରାତନ ଛାତ୍ରଛାତ୍ରୀ ଙ୍କ…

ଶିଶୁ ମନ୍ଦିର ରେ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଉଦ୍ଘାଟିତ

ହରଭଙ୍ଗା : ( ଚିତ୍ତ ରଞ୍ଜନ ସିଂ) ଗତକାଲି ପୌଷ କୃଷ୍ଣ ନବମୀ ତିଥି ଦିନ ହରଭଙ୍ଗା ବ୍ଲକ୍ ଧଳପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସପ୍ତମ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବ ର ମୁଖ୍ୟ ଅତିଥି…

ବୌଦ୍ଧ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ମହକୁମା ର ଟାଉନ ହଲ ଠାରେ ଆଜି ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ…

ଟିଟିଲାଗଡ଼ ନିକଟସ୍ଥ ଲେଶୁନ ବାହାଲି ଭାଟି ଲୁଟ ମାମଲାରେ ଦୁଇ ଜଣ ଗିରଫ

ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ) ନୂତନ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ଏକ ତାରିଖ ଦିନ ଟିଟିଲାଗଡ଼ ନିକଟସ୍ଥ ଲେସୁନବାହାଲି ମଦ ଭାଟି ମ୍ୟାନେଜର ଟିଟିଲାଗଡ଼କୁ ୨ ଲକ୍ଷ ୩୫ ହଜାର ଟଙ୍କା ଧରି ଜମା କରିବା ପାଇଁ ଆସୁଥିବା…

ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକ)ଟିଟିଲାଗଡରେ ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ…