କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖୀ ଶାସନ ନେଇ କେସିଙ୍ଗା ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେସିଙ୍ଗା ସହରରେ ଟ୍ରାଫିକ ଓ ପରିମଳ ସମସ୍ୟା ସାଙ୍ଗକୁ ଅନେକ ବହୁବିଧ ସମସ୍ୟା…

ଧର୍ମଗଡର ନୂତନ ଉପ ଜିଲ୍ଲାପାଳ ଭାବେ ଶ୍ରୀ ଧିମାନ ଚକମା, ଆଇଏଏସ ଯୋଗ ଦେଲେ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଧିମାନ ଚକମା, ଆଇଏଏସ ଆଜି ଯୋଗ ଦେଇଛନ୍ତି। ଉପ ଜିଲ୍ଲାପାଳ ଦାୟିତ୍ୱରେ ଥିବା ବିରଞ୍ଚି ନାରାୟଣ ଦରୱାନ ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦାୟୀତ୍ଵ ହସ୍ତାନ୍ତର କରିଥଲେ।…

ଧର୍ମଗଡ ଚେମ୍ବର ଅଫ କମର୍ସ ର ନବମ ବାର୍ଷିକ ସାଧାରଣ ବୈଠକ

ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ)ଧର୍ମଗଡ ଚେମ୍ବର ଅଫ କମର୍ସ ର ନବମ ବାର୍ଷିକ ସାଧାରଣ ବୈଠକ ଶ୍ରୀକୃଷ୍ଣ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସଙ୍ଘର ସଭାପତି ବିଦ୍ୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଡି ଏସ…

ପାହାଡେଶ୍ୱର ମହାଦେବ ମନ୍ଦିର ରତ୍ନମୁଦ ଉତ୍ସଵ ପାଇଁ ଭକ୍ତିମୟ ପରିବେଶ

ଧର୍ମଗଡ଼:  ( ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଫୁଫଗା ପଞ୍ଚାୟତ ଫୁଫଗା ଠାରେ ପାହାଡେଶ୍ୱର ମହାଦେବ ମନ୍ଦିର ରେ ରତ୍ନମୁଦ ଉତ୍ସଵ ରବିବାର ଅନୁଷ୍ଠିତ ହୋଇଥିବା ବେଳେ ଭାବ ଭକ୍ତିମୟ ପରିବେଶ ମଧ୍ୟରେ ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗଦାନ କରି ରତ୍ନମୁଦ…

ଗୋତୋମୁଣ୍ଡା ଓ ମୋଟେର ପଞ୍ଚାୟତ ରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼:  (ହେମନ୍ତ କୁମାର ମାଝୀ)ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର।ଗୋତୋମୁଣ୍ଡା ପଞ୍ଚାୟତ…

ଧର୍ମଗଡ଼ ବ୍ଲକ ଯାଦବ ମହାସଭା ସାଧାରଣ ବୈଠକ ଅନୁଷ୍ଠିତ ଓ ନୂତନ କର୍ମକର୍ତା ଚୟନ

ଧର୍ମଗଡ଼:୨୮/୧/୨୪:(ହେମନ୍ତ କୁମାର ମାଝୀ )ଧର୍ମଗଡ଼ ବ୍ଲକ ଯାଦବ ମହାସଭା ଇ ଏକ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି। ଧର୍ମଗଡ଼ ବ୍ଲକ ଯାଦବ ମହାସଭା ଅଭ୍ୟର୍ଥନା କମିଟିର ସଭାପତି ସୁରେଶ ଚନ୍ଦ୍ର ଭଇଁସାଲ ଙ୍କ ସଭାପତିତ୍ୱ ରେ ଛେଣ୍ଡିଆ ଶ୍ରୀରାମପୁର…

ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ବେଳଗୁଣ୍ଠା : (ସୁଶାନ୍ତ କୁମାର ବେହେରା ) ଜଗନ୍ନାଥପ୍ରସାଦ ବ୍ଲକ ଅତରାଇପଲ୍ଲୀ ଗ୍ରାମରେ ଶ୍ରୀରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉପଲକ୍ଷେ ଗତ ପାଞ୍ଚ ଦିନ ଧରି ବିଭିନ୍ନ ପ୍ରକାର ଆଧ୍ୟତ୍ମିକ କାର୍ଯ୍ୟକ୍ରମ ସହିତ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ…

କେସିଙ୍ଗା ବିଦ୍ୟାପୀଠ ର ପୁରାତନ ଛାତ୍ର ଙ୍କ ବଣ ଭୋଜି ସହ ବନ୍ଧୁମିଳନ

କେସିଙ୍ଗା : (ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପୀଠର ୨୦୦୨ ମାଟ୍ରିକ୍ ବ୍ୟାଚ୍ ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ହୋଇଯାଇଛି l ଦୀର୍ଘ ୨୨ ବର୍ଷପରେ ପାଖାପାଖି ୭୫ ରୁ ଉର୍ଦ୍ଧ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ l ବିଭିନ୍ନ ଅଞ୍ଚଳରୁ ଆସିଥିବା…

ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ

ଢେଙ୍କାନାଳ: ୨୮/୦୧(ଶୁଭମ ପାଣି )ଢେଙ୍କାନାଳ ବିଦ୍ୟୁତ୍ ମହାସଂଘର ସଭାଗୃହରେ ବାର୍ଷିକ ଅଧିବେଶନ ଉପସଭାପତି ମଳୟ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସାଧାରଣ ସଂପାଦକ ଅମର କୁମାର ପ୍ରତାପସିଂ, ସର୍କଲ୍ ସଂପାଦକ ପ୍ରାଣବନ୍ଧୁ ମହାନ୍ତି, ଅନୁଗୁଳ ସଂପାଦକ…

ଦ୍ୱିତୀୟ ହରଭଙ୍ଗା ମହୋତ୍ସବ,ଜ୍ଞାନ ହୋତାଙ୍କ ବ୍ୟଙ୍ଗରେ ଦର୍ଶକ ବିଭୋର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଦ୍ବିତୀୟ ହରଭଙ୍ଗା ଲୋକ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦାନ କରିଥିଲେ!ଅନ୍ୟତମ ଅତିଥିଭାବେ କଣ୍ଟାମାଳ ପୂର୍ବତନ ବିଧାୟକ ଭଗବାନ କହଁର, ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା,…