ପଣ୍ଡରା ମାଳି ସେବା ସଙ୍ଗ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ଧର୍ମଗଡ଼ ୫/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ସ୍ଥିତ କେଵଡି ପଣ୍ଡରା ମାଳି ସମାଜ ଭବନ ଠାରେ ଜିଲ୍ଲା ସଭାପତି ଇଶ୍ଵର ପୂଝାରୀ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ର ସମସ୍ତ…

ନବରଙ୍ଗପୁର ବେତାଳ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ ବାସିନୀ ଗ୍ରାମ ପଞ୍ଚଯାତ ବେତାଳ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି 1 ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ବାବୁଲି ମିଶ୍ର,ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ…

ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ସମାରୋହ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ସ୍ଥାନୀୟ ସାଧୁଚରଣ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ବୀରନରସିଂହପୁର ଠାରେ ବିଦ୍ୟାଳୟର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ଦିବସ ତଥା ନୂଆ ଓଡିଶା :ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅଧକ୍ଷ ଶ୍ରୀ ଓମପ୍ରକାଶ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ…

ରାୟଗଡାର ଦୁର୍ଗମ ଅଂଚଳରେ ବସ୍ତ୍ର ଦାନ କଲା ଜ଼ିଲ୍ଲା ସାମ୍ବାଦିକ ସଂଘ

ରାୟଗଡା ଜ଼ିଲ୍ଲା ସୀମାନ୍ତ ତଥା ବନ୍ଧୁଗାଁ ବ୍ଲକ ର ମଞ୍ଚାପଦର ଗାଁ ଠାରେ ଜ଼ିଲ୍ଲା ସାମ୍ବାଦିକ ସଂଘ ତରଫରୁ ଗ୍ରାମବାସୀଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି | ମାନବ ସେବା ହିଁ ଭବିଷ୍ୟତ ଶାନ୍ତିର ପଥ ଏଣୁ ଏଭଳି ଚିନ୍ତାକୁ ଅନୁସରଣ କରି…

“କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ମାନ୍ୟବର କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ମନମୁଣ୍ଡା ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ର ବିଜେପି…

ସଂକୁଲେଇ ପଞ୍ଚାୟତରେ ଘରେ ଘରେ ଶଙ୍ଖ ନାଦ

ହରଭଙ୍ଗା ୪/୨ (ଚିତ୍ତରଞ୍ଜନ ସିଂ )ଚବିଶ ବର୍ଷ ର ବିଜେଡି ଶାସନ ରେ ଓଡିଶା ରେ ହୋଇଥିବା ବିକାଶ ର ଚିତ୍ର କୁ ପ୍ରତ୍ୟକ ଘରେ ପହଞ୍ଚେଇ ଲୋକ ମାନଙ୍କୁ ସଚେତନତା କରିବା ପାଇଁ ବିଜେଡି ଦଳର ନେତୃବୃନ୍ଦ ପ୍ରୟାସ ଆରମ୍ଭ…

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ଵିଳନୀ ଓ ପୁରସ୍କାର ବିତରଣ ସମ୍ଵଦ୍ଧନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଧର୍ମଗଡ଼ : ୪/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ ଏ ସି ଠାରେ ରାଜ୍ୟ ପ୍ରଥମ ଵିଶ୍ଵ ଓଡିଆ ଭାଷା ସମ୍ଵିଳନୀ ୨୦୨୪ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ ଏନ୍ ଏ ସି ର ତିନି ଜଣ ସାହିତ୍ୟିକ…

ଗାଁ କୁ ରାସ୍ତା ନାହିଁ ,୩ କିମି ଗର୍ଭବତୀ ମହିଳା ଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

ଧର୍ମଗଡ଼ :୦୩/୦୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ରୁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା ର ଚିତ୍ର, କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଗିରଳିମାଲ ଗାଁ କୁ ଭଲ ରାସ୍ତା ଟିଏ ନ ଥିବାରୁ…

ରାଜ୍ୟ ଆଇନ ଓ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ଅଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚାଲିଛି ଲୁଟ!

ରାୟଗଡା (ଅଞ୍ଜନ କୁମାର ନାଏକ)ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଜଣେ ସ୍ୱାସ୍ଥ୍ୟବାନ ବ୍ୟକ୍ତିଙ୍କ ନାମରେ ଅପପ୍ରଚାର ଓ ଜଣେ ୨୨ ବର୍ଷରୁ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବିଜୁ ସ୍ଵାସ୍ତ୍ୟ ବୀମା ଯୋଜନାରେ ରେ ଅନ୍ତର୍ଭୁକ୍ତ କରାଯାଇନଥିବା ଘଟଣାଟି ବର୍ତମାନ ସମଗ୍ର ରାୟଗଡା ଜିଲ୍ଲା…

ଅନ୍ତିଷ୍ଟିକ୍ରିୟା ଭୋଜି ରେ ସାମିଲ ହେଇ ୨ ମୃତ ୩ ଗୁରୁତର

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରଗୁଡା ଥାନା ଅନ୍ତର୍ଗତ କଣ୍ଟାମାଳ କୋରଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ପରେ ତାଙ୍କ ଅନ୍ତିଷ୍ଟିକ୍ରିୟା ଭୋଜିରେ ଯୋଗ ଦେଇ ଅଞ୍ଚଳ ର ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ…