ନବରଙ୍ଗପୁର ଜିଲ୍ଲା OJU ସାମ୍ବାଦିକ ସଂଘର ବନ୍ଧୁମିଳନ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ଓଡିଶା ସାମ୍ବାଦିକ ସଂଘ (OJU)ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ କଷାଗୁମୁଡା ଠାକୁରାଣୀ ମନ୍ଦିର ଠାରେ ଏକ ବନ୍ଧୁ ମିଳନ ଓ ବଣଭୋଜି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଡାବୁଗାଁ ବ୍ଲକ ସହ ସମସ୍ତ ବ୍ଲକରୁ ସାମ୍ବାଦିକ…

ମାଜିଷ୍ଟ୍ରେଟ ପୋଲିସ ସମନ୍ୱୟ ବୈଠକ

ବୌଦ୍ଧ(ଚିତ୍ତରଞ୍ଜନ ସିଂ)ସନ୍ଧ୍ୟା ୬ ଘଣ୍ଟା ସମୟରେ ଜିଲାପାଳଙ୍କ ସଦଭାବନା ଗୃହଠାରେ ମାଜିଷ୍ଟ୍ରେଟ ପୋଲିସ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରିଚାଳନା ପାଇଁ ୯୧ ଜଣ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ ଦାୟିତ୍ୱ ସଂପର୍କରେ ବୈଠକରେ ଆଲୋଚନା…

ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ପାଞ୍ଚ ଦଫା ଦାବିପତ୍ର

ହରଭଙ୍ଗା :(ଚିତ୍ତରଞ୍ଜନସିଂ):ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତହସିଲ କାର୍ଯ୍ୟାଳୟ ଠାରୁ ସୋମବାର ଦିନ ଶତାଧିକ ବ୍ଲକକଳାକାର ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ପଟୁଆର ରେ ବ୍ଲକ କାର୍ଯ୍ୟାଳୟ କୁ ପହଂଚି ଥିଲେ l କଳାକାର ମାନଙ୍କର ୫ ଦଫା ଦାବି…

ନବରଙ୍ଗପୁର ଷ୍ଟାଡିୟମ୍ରେ ଟର୍ଫ୍ ୱିକେଟରେ ଖେଳ ଆରମ୍ଭ

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରିୟ କଳାହାଣ୍ଡି କପ୍ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା ବରିଷ୍ଠ କ୍ରିକେଟ ଟିମ୍ ଦଳ ଚୟନ ପ୍ରକ୍ରିୟା ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ୍ ଠାରେ…

ନିର୍ବାଚନକୁ ଆଖି ଆଗରେ ରଖି ହରଭଙ୍ଗା ପୋଲିସ ପ୍ରଶାସନର ଫ୍ଲାଗ ମାର୍ଚ୍ଚ କାର୍ଯକ୍ରମ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରି ଜନ ସାଧାରଣ ଙ୍କୁ ନିର୍ବାଚନ ନେଇ ସଚେତନ ବାର୍ତ୍ତା ଦେଉଥିବା ବେଳ ଆଜି ବୌଦ୍ଧ ଜିଲ୍ଲା…

ନିର୍ବାଚନ ଆଚରଣବିଧି ଲାଗୁ ପରେ: ହଟିଲା ସରକାରୀ ହୋର୍ଡିଂ

ବେଲଗୁଣ୍ଠା -(ସୁଶାନ୍ତ କୁମାର ବେହେରା )ଆସନ୍ତା ମଈ ଓ ଜୁନ୍ ମାସରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲିଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି ।ଏହି ଅବସରରେ ବିଭିନ୍ନ ସରକାରୀ ବିଜ୍ଞାପନ, ହୋର୍ଡିଂ, ସରକାରୀ ଯୋଜନା ପ୍ରଚାର ଓ ପ୍ରସାର…

ଗ୍ରାମାଞ୍ଚଳ ରେ ଢେଙ୍କିର ଆଉ ଶୁଭୁନି ଢ଼ିକ ଢ଼ିକ ଶବ୍ଦ

ହରଭଙ୍ଗା(ଚିତ୍ତରଞ୍ଜନସିଂ ) ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଢେଙ୍କି l ଗ୍ରାମାଞ୍ଚଳ ରେ ଶୁଭୁନି ଆଉ ଢେଙ୍କି ର ଢ଼ିକ ଢ଼ିକ ଶବ୍ଦ lମିଳୁନି ଢେଙ୍କି କୁଟା ଚାଉଳ କି ଚୁନା ପିଠା l ପାଟିରେ ଆଉ ମିଳୁନି ସେଇ…

ଯୋଗ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା 

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମାଠାରେ ଭାରତ ସ୍ଵାଭିମାନ ପକ୍ଷରୁ ଜିଲ୍ଲା ଯୋଗ ଶିକ୍ଷକ ମାନଂକୁ ସମ୍ବର୍ଦ୍ଧିତ କରାଯାଇଛି l ପତଞ୍ଜଳୀ ଭାରତ ସ୍ଵାଭିମାନ ହରିଦ୍ଵାର ତରଫରୁ ଯୋଗ ପ୍ରଶିକ୍ଷଣ ଶିବିର ରେ ଆଭାସି ମାଧ୍ୟମ…