ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )-ବୌଦ୍ଧ ଜିଲ୍ଲାରେ ଆସନ୍ତା ମେ ମାସ 20 ତାରିଖରେ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ l ସେଥିପାଇଁ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ  ସାମ୍ବାଦିକ ସମ୍ବିଳନୀ କକ୍ଷରେ ଜିଲ୍ଲାପାଳ ଜେ.ସୋନାଲ ଙ୍କ…

ସମାଜ ସେବୀ ଦୁଃଖି ଶ୍ୟାମ ସିଂଙ୍କ ପରଲୋକ,ଗାଁ ମଶାଣିରେ ଶେଷକୃତ୍ୟ ସଂପର୍ଣ୍ଣ

ହରଭଙ୍ଗା :୧୫/୩ (ଚିତ୍ତରଞ୍ଜନ ସିଂ)ଅଂଚଳରେ ବହୁ ପରିଚିତ ସମାଜ ସେବି ଙ୍କ ସ୍ୱାଭାବିକ ଭାବେ ପାରୋଲୋକ l ଶେଷ ଦର୍ଶନ ରେ ଅଞ୍ଚଳ ର ବହୁ ଲୋକ ଙ୍କ ସମାଗମ l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ…

ବ୍ଲକରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ବ୍ଲକ୍ ଅଧ୍ୟକ୍ଷାଙ୍କ ସାମ୍ବାଦିକ ସମ୍ମିଳନୀ 

ହରଭଙ୍ଗା( ଚିତ୍ତରଞ୍ଜନ ସିଂ)ଶନିବାର ଅପରାନ୍ହ 2 ଘଣ୍ଟା ସମୟରେ ହରଭଙ୍ଗା ବ୍ଲକରେ ଉନ୍ନୟନ କାମରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି | ପୁରୁଣାକଟକ କଲ୍ୟାଣ ମଣ୍ଡପ ଠାରେ ଆହୁତ ସାମ୍ବାଦିକ…

ନିର୍ବାଚନ ତାରିଖ ଘୋଷିତ, ୭ଟି ପର୍ଯ୍ୟାୟରେ ନିର୍ବାଚନ,ଓଡିଶାରେ ମେ’୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌‌

ଭୁବନେଶ୍ବର :(ସଞ୍ଜୟ ମହାନ୍ତି )ଘୋଷଣା ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ। ଭାରତୀୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ ଯୋଗେ ଶନିବାର ତାରିଖ ଘୋଷଣା କରିଛନ୍ତି। ଲୋକସଭା ଓ ଓଡିଶା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଓଡିଶାରେ…

ମଙ୍ଗଳପୁର ଠାରେ ଆମ ପୋଲିସ ସମିତିର ସଚେତନତା ବୈଠକ

ବେଲଗୁଣ୍ଠା ୧୫/୦୩(ସୁଶାନ୍ତ କୁମାର ବେହେରା )ଆଜି ସନ୍ଧ୍ୟା ୫ ଘଣ୍ଟ ସମୟରେ ମଙ୍ଗଳପୁର ବଡଦାଣ୍ଡ ସାହିରେ ବେଲଗୁଣ୍ଠା ପୋଲିସର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଜୟପାଟଣା ରେ କଂଗ୍ରେସ ଦଳର ସଭା, ମଞ୍ଚରେ ଗର୍ଜିଲେ “ତାରା” “ବଳଭଦ୍ର”

ଭବାନୀପାଟଣା :  (ଅର୍ଜୁନ ପଟ୍ଟନାୟକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ରେ ବଳଭଦ୍ର ମାଝୀ ଙ୍କ ନିର୍ବାଚନୀ ରଣ ହୁଙ୍କାର ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି। ବିଜୁ ଜନତା ଦଳ ରେ ଦିର୍ଘଦିନ ଧରି କୋଣଠେସା ହୋଇ…

ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ହରଭଙ୍ଗା (ଚିତ୍ତରଞ୍ଜନସିଂ)ବିଭିନ୍ନ ସମୟରେ ସାମ୍ବାଦିକ ମାନେ ସଦାସର୍ବଦା କାର୍ଯ୍ୟ କରିଆସୁଛନ୍ତି।ତୃଣମୂଳ ସ୍ତର ରେ ମଧ୍ୟ ରହୁଛନ୍ତି।କିନ୍ତୁ ସବୁ ବେଳେ ସବୁ ସମୟରେ ସରକାର ସାଧାରଣ ଲୋକ ମାନଙ୍କ ପାଇଁ ହଉ କି ସରକାରୀ ଚାକିରୀ କରୁଥିବା କର୍ମଚାରୀ ମାନଙ୍କ ପାଇଁ ହଉ…

କାଶୀପୁରର ଦଳିତ ଯୁବକ କ୍ରିକେଟ କୋଚିଂ ପାଇଁ ଯାଇ ଭୁବନେଶ୍ୱରରେ ନିଖୋଜ

(ପରିବାର ପକ୍ଷରୁ କାଶୀପୁର ଓ ଭୁବନେଶ୍ୱର ଥାନାରେ ଅଭିଯୋଗ ) କାଶୀପୁର୧୫/୩(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ କଡିକିପଦର ଗ୍ରାମର ଜଣେ ଦଳିତ ଯୁବକ କ୍ରିକେଟ କୋଚିଂ କରିବାକୁ ଭୁବନେଶ୍ୱର ସ୍ଥିତ ଏକ ଘରେଇ କ୍ରିକେଟ କ୍ଲବ ରେ…

ପ୍ରେଷ୍ଟିଜ,ପେନସନ୍ ଓ ସୁରକ୍ଷା ଦାବିକରିସାମ୍ବାଦିକ ସଂଘର ବିକ୍ଷୋଭ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ସରକାର ଭୋଟପାଇଁ ସବୁବର୍ଗ ପାଇଁ କିଛିନା କିଛି ସହାୟତା ପ୍ରଦାନ କରିଛନ୍ତି ।ହେଲେ ସାମ୍ବାଦିକ ମାନଙ୍କ ପାଇଁ ପାଇଁ କଣ ବ୍ୟବସ୍ଥା । ଏହାର ପ୍ରତିବାଦ ସ୍ବରୂପ ଆଜି ଓୟୁଜେ ଡାକରାରେ ଧର୍ମଗଡ ଉପଖଣ୍ଡ ର…

ବିଜେଡି ଛାଡିଲେ ଅଭିନେତା ଅରିନ୍ଦମ ରାୟ ,ସଭାପତି ଙ୍କୁ ପଠାଇଲେ ଇସ୍ତଫା

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ ଶୁକ୍ରବାର  ଦଳରୁ ଇସ୍ତଫା ଦେଇଛନ୍ତି। ସାଧାରଣ ସମ୍ପାଦକ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଅରିନ୍ଦମ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫାପତ୍ର…