ଆଡ଼େଣି ଗଡ଼ ଠାରେ ପଞ୍ଚଶମ୍ଭୁ ମିଳନ,ଭକ୍ତିମୟ ପରିବେଶରେ ଉଛୁଳିଲା ଗାଁ
ହରଭଙ୍ଗା : (ଚିତ୍ତରଞ୍ଜନସିଂ)ଶୈବ ଓ ଶକ୍ତି ର ଆରାଧନା ଦଣ୍ଡଯାତ୍ରା l ଚୈତ୍ର ମାସ ରେ ଗାଁ ଗାଁ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ଶିବ ଓ ଶକ୍ତି l ଦଣ୍ଡ ଯାତ୍ରା ଓଡ଼ିଆ ସଂସ୍କୃତି ର ଏକ ଅନନ୍ୟ…
ନବରଙ୍ଗପୁର ରେ ବିଜେଡି ର ମିଶ୍ରଣ ପର୍ବ
ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ନବରଙ୍ଗପୁର ବିଜେଡି କାର୍ଯ୍ୟଳୟ ରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି ! ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରିଗ୍ରାମର ନାୟବ ସରପଞ୍ଚ ରଶ୍ମିତା ସାହୁ , ରମ୍ବା ସୌରା, ସୌରା ସମାଜ ର ସଭାପତି ସମେତ…
ଘଣ୍ଟାପଡ଼ାରେ ଜୋନ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ, ରଣହୁଙ୍କାର ସହ ସଂକଳ୍ପ ନେଲେ ବିଜେଡି କର୍ମୀ
ହରଭଙ୍ଗା (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଅସ୍ଥାୟୀ ବିଜେଡି କାର୍ଯ୍ୟାଳୟରେ ପୂର୍ବତନ କଣ୍ଟାମାଳ ବିଜେଡ଼ି ସଭାପତି ବିପିନ ଭୋଇଙ୍କ ସଭାପତିତ୍ଵରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାରେ ଆଗାମୀ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ…
ପ୍ରଚାର କାର୍ଯ୍ୟ ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ର ଆରାଧ୍ୟ ଦେବୀ ମାଁ ଭୈରବୀଙ୍କ ଠାରେ ବୌଦ୍ଧ ର ଭାଗ୍ୟ ପରିବର୍ତ୍ତନ ସକାଶେ ଗୁହାରୀ କରି କଂଗ୍ରେସ ଦଳର ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ନବ କୁମାର ମିଶ୍ର…
ଖାକୀରେ କଳଙ୍କ, ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ କାର ଓ ଗଞ୍ଜେଇ ସହ ପୋଲିସ ଯବାନ ଗିରଫ
ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ ରବିବାର ଦିନ ଏକ କାର ଓ ଗଞ୍ଜେଇ ସହ ଜଣେ ପୋଲିସ ଯବାନ ଗିରଫ ହୋଇଛନ୍ତି l ଖାକୀରେ ଲଗାଇଲେ କଳଙ୍କ l ଜଣେ ପୋଲିସ ର DVF…
ପୁରନ୍ଦର ମିଶ୍ର ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସୁସମ୍ପର୍କ ର ସର୍ବୋଚ୍ଚ ପ୍ରମାଣ
ରାୟପୁର୬-୦୪ (କିଶୋର ଦ୍ଵିବେଦୀ )ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ସୁସମ୍ପର୍କ ର ସର୍ବୋଚ୍ଚ ପ୍ରମାଣ ହେଲେ ପୁରନ୍ଦର ମିଶ୍ର ବୋଲି ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ମତ ପ୍ରକାଶ କରିଛନ୍ତି।ଶ୍ରୀ ମିଶ୍ର ଛତିଶଗଡ଼ ବିଧାନସଭାକୁ ନିର୍ବାଚିତ ହେବା ଦ୍ଵାରା ଉଭୟ…
କାଶୀପୁର ଥାନା ପକ୍ଷରୁ ତୃତୀୟ ଥର ପାଇଁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ
କାଶୀପୁର :୬/୪ (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ପକ୍ଷରୁ ଆଜି ରେଙ୍ଗା ଗ୍ରାମ ଠାରୁ ଖୁରି ଗାଁ ଦେଇ କାଶୀପୁର ସଦର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୮ କିମି ରୋଡ଼ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହେଇଯାଇଛି ।…
ପି ଏଚ ଡି ବିଭାଗର ମନ ମାନି ,ପାଣି ପାଇଁ ଲୋକେ ହନ୍ତସନ୍ତ
କେସିଙ୍ଗା : (ପ୍ରୀତେଶ ପଟେଲ)ଦିନକୁ ଦିନ ଖରା ବଢ଼ି ଚାଲିଥିବା ବେଳେ ,ପାଣି ଟୋପାଏ ପାଇଁ କେସିଙ୍ଗା ସହର ବାସି ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳୁଛି ।ପି ଏଚ ଡି ବିଭାଗ ର ମନ ମୁଖୀ ଯୋଗୁଁ ସାଧାରଣ ଜନତା…