ରେଙ୍ଗାଲିରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଜନସମ୍ପର୍କ ଅଭିଯାନ

ସମ୍ବଲପୁର : ୧୯/୦୪(ରମାକାନ୍ତ ବିଶ୍ୱାଳ)ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ବିଜେଡ଼ି ରାଜ୍ୟ ସାଂଗଠାନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରବଣ ପ୍ରକାଶ ଦାସ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପ୍ରଥମେ ରେଙ୍ଗାଲି ନିର୍ବାଚନ…

କାଶୀପୁର ରେ ବିଜେଡି ଦଳର ବିଶାଳ କର୍ମୀ ସମ୍ବିଳନୀ

କାଶୀପୁର ; (ଅଞ୍ଜନ କୁମାର ନାଏକ)ଅନେକ ବାଦ ବିବାଦ ର ଅନ୍ତ ଘଟିଲା ପରି ଏକମଞ୍ଚରେ ସମସ୍ତ ବିଜେଡି ନେତା।ରାୟଗଡା ବିଧାନସଭା ଆସନକୁ ନେଇଁ କାଶୀପୁର ଠାରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଏକ ବିଶାଳ କର୍ମୀ ସମ୍ବିଳନୀ ର ଆୟୋଜନ…

ଅବସରପ୍ରାପ୍ତ ଶିକ୍ଷକଙ୍କ ଦ୍ୱାଦଶାହ ସ୍ମୃତି ସଭା

ବେଲଗୁଣ୍ଠା୧୮/୦୪ (ସୁଶାନ୍ତ କୁମାର ବେହେରା )ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ଵର୍ଗତ ନବଘନ ଗୌଡ଼ଙ୍କ ଦ୍ୱାଦଶାହ ସ୍ମୃତି ସଭା ସ୍ଵର୍ଗତ ଗୌଡ଼ଙ୍କ କେଶରାପଲ୍ଲୀ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସଂଘ ସମ୍ପାଦକ…

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ଦୁଇ ନୂଆ ଚେହେରା ଓ ଗୋଟିଏ ପୁରୁଣା 

ଧର୍ମଗଡ଼ ୧୯/୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା  ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଏଵେ ଚର୍ଚ୍ଚା ପରିସରକୁ ଆସିଛି। ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଦେଇଥିବା ଵେଳେ କେନ୍ଦ୍ର ରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି…

ଭିଜିଲାନ୍ସ ଜାଲ ରେ ବି ଇ ଓ ଅଫିସର କିରାଣୀ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ରଙ୍ଗେ ହାତ ଧରିଲା ବୌଦ୍ଧ ଭିଜିଲାନ୍ସ…

ବାଇକ ଧକ୍କା ଦେଲା ବୋଲେରୋ ପିକଅପ, ବାଇକ ଆରୋହୀ ମୃତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତଗର୍ତ୍ତ ଗାନ୍ଧୀନଗର ନିକଟରେ ବାଇକ ଆରୋହୀ ଙ୍କୁ ଧକା ଦେଲା ଏକ ବୋଲେରୋ ପିକଅପ, ବାଇକ ଆରୋହୀ ଘଟଣା ସ୍ଥଳ ରେ ହିଁ ମୃତ୍ୟୁ, l…

ଯାଜପୁରରେ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କ ପ୍ରତି ସମର୍ଥନ ଓ ସମବେଦନା

ଭୁବନେଶ୍ୱର :୧୯/୦୪ ଯାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟିର ଲୋକସଭା ପାର୍ଥୀ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କର ସପକ୍ଷରେ ଜନସାଧାରଣଙ୍କ ମଧ୍ୟରେ ବିପୁଳ ସମର୍ଥନ ଏବଂ ବ୍ୟାପକ ସମବେଦନା ପ୍ରକାଶ ପାଉଥିବାର ଲକ୍ଷ୍ୟ କରାଯାଉଛି। ଯୁବ, ଶିକ୍ଷିତ, ମହିଳା,…

‘ଧର୍ମେନ୍ଦ୍ର ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ

ଭୁବନେଶ୍ବର :  (ସଞ୍ଜୟ ମହାନ୍ତି )ସମ୍ବଲପୁର ଲୋକସଭା ଆସନର ଦୁଇ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରି ପରସ୍ପର ପ୍ରତି ଆରୋପ ଓ ପ୍ରତ୍ୟାରୋପ କରୁଥିବା…